Top hunted ପ୍ୟାଲେସ ଓଡ଼ିଶାର
“ଶୁଭୁଛି କାହାର କାନ୍ଦ ବୋବାଳି ତ ଆଉ କାହାର ଚିତ୍କାର”
ମହଲ ଭିତର ର କାହାଣୀ
ରାଜା କରୁଥିଲେ ଅତ୍ୟାଚାର.
ମହଲ ପାଇଁ ଗଡ଼ିଥିଲା ମୁଣ୍ଡ
ଯତନ ନଗର ପ୍ୟାଲେସ ଓଡିଶା ର ଢେଙ୍କାନାଳ ରେ ଉପସ୍ଥିତ. ଏହି ପ୍ୟାଲେଶ ରେ 100 ଟି room ରହିଅଛି.ଯତନ ନଗର ପ୍ୟାଲେଶ କୁ ଢେଙ୍କାନାଳ ର ରାଜ ଶଙ୍କର ପ୍ରତାଭ ଦେବ ଙ୍କ ସାନ ଭାଇ ରାଜ କୁମାର ନର ସିଂହ ପ୍ରତାପ ଦେବ ତାଙ୍କ ସ୍ତ୍ରୀ ଯତନା ଦେବୀ ଙ୍କ ନାଁ ରେ କରିଥିଲେ,ଦିନେ ରାଜ ଶଙ୍କର ପ୍ରତାପ ଦେବ ରାଜ୍ୟ ବାହାରକୁ ଯାଇଥିବା ସମୟରେ ରାଜ କୁମାର ନର ସିଂହ ପ୍ରତାପ ଦେବ ମହଲ ର ଦାସ ମାନଂକୁ ନେଇ ଏହି ମହଲ ର ନିର୍ମାଣ କରିଥିଲେ, ରାଜା ଶଙ୍କର ପ୍ରତାପ ଦେବ ତାଙ୍କ ଜାଶୂସ ଙ୍କ ଠୁ ଜାଣିବାକୁ ପାଇଲେ ତାଙ୍କ ସାନ ଭାଇ ନର ସିଂହ ପ୍ରତାପ ଦେବ ତାଙ୍କୁ ମାରି ନିଜେ ରାଜା ହବାକୁ ଚାଁହୁଛନ୍ତି. କୁହାଯାଏ ଯେ ରାଜ କୁମାର ତାଙ୍କ ଶ୍ରମିକ ମାନଙ୍କୁ ପ୍ରତାଡିତ କରୁଥିଲେ ମହଲ ନିର୍ମାଣ ହେଉଥିବା ସମୟ ରେ ବହୁ ଶ୍ରମିକ ମାନଙ୍କ ର ମୃତ୍ୟୁ ହୋଇଥିଲା ଆଉ ମୃତ୍ୟୁ ପରେ ଶ୍ରମିକ ମାନଙ୍କର ଆତ୍ମା ମହଲ ର କାନ୍ଥ ଭିତରେ ରହିଛନ୍ତି ସେଥିପାଇଁ ସେହି ମହଲ ଧୀରେ ଧୀରେ କରି ନଷ୍ଟ ହୋଇଗଲା. ଆଉ ସେବେ ଠୁ ସେ ମହଲ ଭୁତ କୋଠି ରେ ପରିଣତ ହୋଇଗଲା, ଆଉ ସେହି ମହଲ ଓଡିଶା ର top ହଣ୍ଟଟେଡ଼ ପ୍ୟାଲେସ ରେ ପରିଚିତ.