ଭୂମିହୀନ ପରିବାର କୁ ୪ ଡିସିମିଲ ଘର ପଟା ପ୍ରଦାନ ଦାବିରେ ତହସିଲ
କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଆନ୍ଦୋଳନର କରାଯାଇଥିଲା
ସଂଯୋଗକ ଶ୍ୟାମଳେନ୍ଦୁ ପ୍ରଧାନ ଓ
ସଭାପତି ରଘୁନାଥ ସାହୁ ଙ୍କ ନେତୃତ୍ବରେ ବ୍ରହ୍ମଗିରି ତହସିଲ ଅଧୀନରେ ରହିଥିବା ୩୨ ପଞ୍ଚୟତରୁ ଶତାଧିକ ଭୂମିହୀନ ମହିଳା ଓ ପୁରୁଷ ଆନ୍ଦୋଳନ
ରେ ସାମିଲ ହୋଇଥିଲେ ସକାଳ ୧୧ ଟାରୁ ଆନ୍ଦୋଳନର ଆରମ୍ଭ ହେଇଥିଲା ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ସଜାଗ
ରହିଥିବା ବେଳେ ପୁରୀ ସଦର ଏସଡିପିଓ ଏବଂ ବ୍ରହ୍ମଗିରି ପୋଲିସ ଘଟଣା ସ୍ଥଳରେ ରହିଥିଲେ ଆନ୍ଦୋଳନ କାରୀଙ୍କ କହିବା ଅନୁସାରେ ପଟ୍ଟା ଦେବେ ବୋଲି
ତହସିଲ ଦାରେ ବାରମ୍ବାର ଆମକୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି ||