ଅର୍ନପୂର୍ଣ୍ଣା ଥ୍ରୀଏଟରରେ “ନାଟ୍ୟଧାରା” ର ନାଟକ-“ମରୀଚିକା “ରେ ଭାତ ଥାଳିର ଶିକ୍ଷା ….
ବୃଦ୍ଧାବସ୍ଥାରେ ବାପା ମାଆଙ୍କ ପ୍ରତି ବେବହାର କେମିତି ରହିବା ଉଚିତ ସେଭଳି ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ “ମରୀଚିକା “ରବିବାର ସନ୍ଧ୍ୟା ରେ ଅର୍ନପୂର୍ଣ୍ଣା ଥିଏଟରରେ ପ୍ରଦଶ୍ରିତ ହୋଇଯାଇଛି,ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଅର୍ନପୂର୍ଣ୍ଣା ଥ୍ରୀଏଟର “ବି “ଗ୍ରୁପ ର ମିଳିତ ଆନୁକୂଲ୍ୟରେ “ନାଟ୍ୟଧାରା “କାଯ୍ୟକ୍ରମରେ ଏହା ଜାଂଳା ର ଇନ୍ଦ୍ରଧନୁ ଥ୍ରୀଏ ଟର ର କଳାକାର ମାନଙ୍କ ଦ୍ୱାରା ଶ୍ରୀବତ୍ସ ମହାନ୍ତି ଙ୍କ ରଚନା ଓ ନିର୍ଦେଶନା ରେ ପରିବେଷିତ ହୋଇଥିଲା,ନାଟକଟିରେ ବିଭିନ୍ନ ଚରିତ୍ର ରେ ଆସିଥିବା ଶିଳ୍ପୀ ମାନଙ୍କ ଅଭିନୟ ହୋଇଥିଲା ଦର୍ଶକାଦୃତ,ଅର୍ନପୂର୍ଣ୍ଣା ର ନାଟ୍ୟ ନିର୍ଦେଶକ ଅକ୍ଷୟ ରଣା ଉପସ୍ଥାପନା କରିଥିଲା ବେଳେ ସଙ୍ଗୀତ ରେ ବିନୟ ଦାଶ ଏବଂ ଶବ୍ଦ ଓ ଆଲୋକ ସଂଚାଳନ କରିଥିଲେ …