• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାହାଙ୍ଗା ପ୍ରେସ କ୍ଲବର ବନ୍ଧୁମିଳନ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ମାହାଙ୍ଗା ବ୍ଲକ ଅନ୍ତର୍ଗତ ପଣସପୁର ପଂଚାୟତସ୍ଥିତ ଖଜୁରୀ ପୋଖରୀ ଠାରେ ମାହାଙ୍ଗା ପ୍ରେସ୍ କ୍ଲବ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ପ୍ରେସ କ୍ଲବ ର ସଭାପତି ଦୀପକ କୁମାର ସାହୁ ଓ କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ସାମ୍ୱାଦିକ ରମେଶ ଚନ୍ଦ୍ର ସାହୁ, ଅଶୋକ କୁମାର ଦାଶ, ଯଯାତି କେଶରୀ ସିଂହହ,ପ୍ରକାଶ ନାୟକ, ସୁବ୍ରତ ମହାନ୍ତି, ଦୟାନିଧି ସାହୁ, ସପ୍ତଜ୍ୟୋତି ରାଉଳ, ଦେବାଶିଷ ଷଡ଼ଙ୍ଗୀ ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ଦିନରେ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟା ଓ ଘଟଣାବଳୀଙ୍କୁ ନିର୍ଭିକ ଭାବେ ଖବର ପ୍ରଶାସନ ହେବ ସେ ଉପରେ ଧ୍ୟାନ ଦିଆଯିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବପ୍ରସାଦ ଜେନା, ଅରବିନ୍ଦ ପଣ୍ଡା, ନଗେନ୍ଦ୍ର ନାୟକ, ବିଶ୍ୱନାଥ ଦାସ, ଶ୍ରୀରାମ ସାଗର ରାଉତରାୟ, ଡମ୍ବରୁଧର ବେହେରା, ସଞ୍ଜୟ ମହାରଣା, କମଳାକାନ୍ତ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ! ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମସ୍ତ ସାମ୍ବାଦିକ ଓ ଆମନ୍ତ୍ରିତ ବ୍ୟକ୍ତି ବିଶେଷ ଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା

Leave a Reply

Your email address will not be published. Required fields are marked *