• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ତୃତୀୟ ସଂସ୍କରଣ ବାଜିରାଉତ ଫୁଟବଲ କପ 2025 ଅନୁଷ୍ଠିତ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false,"used_sources":{"version":1,"sources":[{"id":"367939516017211","type":"ugc"}]}}
Spread the love

ଆଜି ପାଳଲହଡା ଷ୍ଟାଡିଅମ ଠାରେ ତୃତୀୟ ସଂସ୍କରଣ ବାଜିରାଉତ ଫୁଟବଲ କପ ଟୁର୍ନାମେଣ୍ଟ ର ଶୁଭାରମ୍ଭ ହୋଇଯାଇଛି,, ଏହା ଆଗାମୀ 4 ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ 40 ଗୋଟି ଫୁଟବଲ ଟିମ ଅଂଶଗ୍ରହଣ କରିବେ,, ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜିରାଉତ ଙ୍କ ସ୍ମୃତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଠାରେ ଟୁର୍ନାମେଣ୍ଟ ହୋଇ ପାରିଛି,, ଏହି ଟୁର୍ନାମେଣ୍ଟ କୁ ଆମେ ଓଡ଼ିଆ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସହାୟତାରେ ଆୟୋଜନ କରାଯାଉଛି I ଅଂଶଗ୍ରହଣ କରୁଥିବା ସମସ୍ତ ଫୁଟବଲ ଟିମ କୁ ଗୋଟିଏ ଲେଖାଏଁ ନୂଆ ବଲ ସହିତ ଜର୍ସି ସେଟ ପ୍ରଦାନ କରାଯାଉଛି

Leave a Reply

Your email address will not be published. Required fields are marked *