• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭାଙ୍ଗି_ପଡିଲେ_ଅନୁଭବ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅତୀତରେ ଫିଲ୍ମି ଜଗତରେ କାମକରିବାକୁ ବେଶେ ଇଚ୍ଛା ଥିଲେ ମଧ୍ୟ ନିଜର ଅଭିନୟ କୁ ଫିଲ୍ମି ପ୍ରେମୀଙ୍କ ପାଖେ ପହଞ୍ଚେଇବା ପାଇଁ ଅନୁଭବ ଙ୍କୁ ସୁଯଗ ମିଳୁନଥିଲା ହଁ ଦର୍ଶକ ବନ୍ଧୁ ଅନୁଭବ ଅଭିନୟ ପାଇଁ ଏଠି ସେଠି ଦୌଡ଼ି ଦୌଡ଼ି ସୁଯଗ ପାଉନଥିଲେ, ନିରୁପାୟ ହୋଇ ଭାଙ୍ଗି ପଡ଼ିଥିଲେ ଅନୁଭବ, ଚାଲନ୍ତୁ ଜାଣିବା କି ଭଳି ଥିଲା ଅନୁଭବ ଙ୍କ ସଂଘର୍ଷ ମୟ ସିନେଜଗତର ଯାତ୍ରା |
ଓଡ଼ିଆ ସିନେମା ଜଗତ ରେ ନିଜର ଷ୍ଟାଇଲି ଏବଂ ଆକ୍ସନ ପାଇଁ ଓଡ଼ିଆ ସିନେମା ଜଗତରେ ନିଜର ସତନ୍ତ୍ର ପରିଚୟ ସୄଟି କରିଥିଲେ ଅନୁଭବ ମହାନ୍ତି.ଫିଲ୍ମି ଷ୍ଟାର ଅନୁଭବ ଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶେ ପସନ୍ଦ ଆସିଥିଲେ ସେଥିପାଇଁ ତ ସିନେପ୍ରେମୀଙ୍କ ହୃଦୟ ରେ ରାଜ କରିପାରିଥିଲେ ଅନୁଭବ, ପ୍ରଥମେ ଓଡ଼ିଆ ଆଲବମ ରେ ଅନୁଭବ ପାଦ ଥାପି ଥିବା ବେଳେ ପ୍ରଥମ ଥର ଓଡ଼ିଆ ସିନେମା 2004 ମସିହାରେ ଓଡ଼ିଆ ଫିଲ୍ମି ରେ କାମକରିବାକୁ ସୁଯଗ ପାଇଥିଲେ ପ୍ରଥମ କରି ବ୍ରଜରାଜ ସିନେମାର ଆଇ ଲଭ ୟୁ ଫିଲ୍ମି ରେ ନାୟକ ଭାବେ ଅଭିନୟ କରି ଏକ ସଫଳତା ହାସଲ କରିଥିଲେ, ସେହି ସମୟରେ ଅନୁଭବ ଙ୍କ ପ୍ରଥମ ଫିଲ୍ମି ଓଡ଼ିଆ ସିନେମା ଜଗତରେ ଇତିହାସ ରଚି ଥିଲା, ଓଡିଶା ବାସୀଙ୍କ ତାଙ୍କ ପ୍ରତି ଏତେ ସାରା ଭାପାଇବା ଦେଖି ସେଦିନ ଅନୁଭବ ଙ୍କ ଆଖିରୁ ଝରିଥିଲା ଖୁସିର ଲୁହା,ସମୟ ସହିତ ଧୀରେ ଧୀରେ ଗୋଟେ ପରେ ଗୋଟେ ହିଟି ସିନେମା କରିଚାଲିଲେ ଅନୁଭବ ମହାନ୍ତି ଓ ଦର୍ଶକ ଙ୍କୁ ମଧ୍ୟ ମୁଗ୍ଧ କରିପାରିଥିଲେ ଅନୁଭବ,ଯେମିତିକି ଫିଲ୍ମି କେରିଅର ଆରମ୍ଭ ରୁ , କାଳୀ ଶଙ୍କର, ଛାତି ଚିରି ଦେଲେ ତୂ, ନେଇ ଯା ରେ ମେଘ ମତେ, ସୁନା ଛଡେଇ ମୋ ରୁପା ଚଢେଇ, ଆକାସେ କି ରଙ୍ଗ ଲାଗିଲା, ବାଳୁଙ୍ଗା ଟୋକା, somthing somthing,ଅଗସ୍ତ୍ୟ, ଏହି ଭଳି ଗୋଟେ ପରେ ଗୋଟେ ଜବରଦସ୍ତ ହିଟି ସିନେମା ସିନେପ୍ରେମୀଙ୍କୁ ଦେଇ ଆସିଥିଲେ ଅନୁଭବ,ଅନୁଭବ ଙ୍କ ଜବରଦସ୍ତ ଅଭିନୟ ପାଇଁ 2009 ମସିହାରେ ଓଡିଶା ରାଜ୍ୟ ସବୁଠାରୁ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ ଅନୁଭବ,ସେହି ଦିନ ମଧ୍ୟ ଅନୁଭବ ଭାବ ବିହୁଳ ହୋଇକହିଥିଲେ ଏ ବିଜୟ ମୋର ନୁହେଁ ଏ ବିଜୟ ମତେ ଭଲ ପାଉଥିବା ଓଡିଶା ବାସୀଙ୍କ
ସେହିଭଳି 2024 ମସିହାରେ ଅନୁଭବ ଙ୍କ କର୍ମା ଫିଲ୍ମି ଅନୁଭବ ମହାନ୍ତି ଙ୍କ ସମସ୍ତ ଚଳ ଚିତ୍ର ର ରେକର୍ଡ ଭାଙ୍ଗି ସିନେମା ଜଗତରେ ନୂଆ ଇତିହାସ ସୄଟି କରିପାରିଥିଲା

Leave a Reply

Your email address will not be published. Required fields are marked *