• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଘରୋଇ କଳିରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଗାଁ ବଇଣ୍ଡା କରଡ଼ାବଣି ସାହି ରେ ସ୍ୱlମୀ ସ୍ତ୍ରୀ ଭିତରେ ଘରୋଇ କଳିକୁ ସ୍ୱlମୀର ଆତ୍ମହତ୍ୟା l କରଡ଼ାବଣି ଗ୍ରାମର କୀର୍ତନ ନାୟକ ମଦ୍ୟପାନ କରି ସ୍ତ୍ରୀ ସହିତ ପାଟି କରିବାରୁ ସ୍ତ୍ରୀ ହଣ୍ଡପା ଥାନାକୁ ଜାଇଥିଲେ l ଏଥିରେ ସ୍ୱlମୀ କୀର୍ତନ ନାୟକ ଚିନ୍ତରେ ମର୍ମାହତ ହୋଇଥିଲେ l ସନ୍ଧ୍ୟାରେ ସ୍ତ୍ରୀ ଆସି ଘରେ ଦେଖିଲା ବେଳକୁ କୀର୍ତନ ଘରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ପୋଲିସ ପ୍ରକାଶ କରିଛି l ପୋଲିସ ଏହି ଘଟଣା ରେ ଏକଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଶରୀରକୁ ହଣ୍ଡପା ମେଡିକାଲକୁ ନିଆଯାଇଥିବା ହଣ୍ଡପl ଥାନା ଅଧିକାରିଣୀ ନମିତା ନାୟକ କହିଛନ୍ତି l

Leave a Reply

Your email address will not be published. Required fields are marked *