• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବୃଦ୍ଧ ଙ୍କ ଉପରେ ଚଢିଗଲା ହାଇୱା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଖୋର୍ଦ୍ଧା ଜ଼ିଲ୍ଲା ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ନୂଆ ସାହି ଗ୍ରାମର ପୀତବାସ ପଣ୍ଡା ନିଜ ଘରୁ ପଞ୍ଚାୟତ ଅଫିସ ଆଡକୁ ସ୍କୁଟି ରେ ଯାଉଥିବା ବେଳେ
ଜୟଦେବ ହାଉସ୍କୁଲ ନିକଟରେ ପଛ ପଟୁ ଧକା ଦେଲା ଏକ ହାଇୱା ଘଟଣା ସ୍ଥଳ ରେ ତାଙ୍କ ଙ୍କ ମୃତ୍ୟୁ ଘଟିଛି l କ୍ଷତି ପୂରଣ ଦାବୀ ଏବଂ ଦିନବେଳା ହାଇୱା ଚଳା ଚଳ ବନ୍ଦ ଦାବିରେ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ୱାରା ପ୍ରତାପରୁଦ୍ରପୁର – ଜୟଦେବ ମୁଖ୍ୟ ରାସ୍ତା ଅବରୋଧ ଘଟଣା ସ୍ଥଳ ରେ ବାଲିଅନ୍ତା ପୋଲିସ ପହଂଚିଛି l ଘଟଣା ସ୍ଥଳ ରେ ଚାପା ଉତେଜନା ଲାଗି ରହିଛି l

Leave a Reply

Your email address will not be published. Required fields are marked *