• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅଙ୍ଗନବାଡି କେନ୍ଦ୍ରରେ ସମିତି ସଭ୍ୟା ପରିଦର୍ଶନ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରି ଗ୍ରାମ ପଂଚାୟତର ଅଙ୍ଗନବାଡି ସେକ୍ଟର, ଶୁଣ୍ଢୀପୁଟ, ୱାର୍ଡ, ,ମନ୍ଦାର ଗୁଡ଼ା, ଦୁଧାରି, ଗ୍ରାମରେ ଜନ୍ମରୁ 6 ମାସ ଶିଶୁ, 7ମାସରୁ 3ବର୍ଷ ଶିଶୁ ଏବଂ 11ବର୍ଷରୁ 14 ବର୍ଷର କିଶୋର ବାଲି ସୁବିଧା,ଓ 18 ବର୍ଷର 19 ବର୍ଷ ପିଲାଙ୍କ ସୁବିଧା,ଗର୍ବବତି, ମହିଳା,ପ୍ରସ୍ତୁତି ମହିଳା,ଦୃଷ୍ଟି ହୀନ ଶିଶୁ,ଏବଂ ଅଙ୍ଗନବାଡି କେନ୍ଦ୍ରରେ ସରକାର ଯୋଗାଉଥିବା ସୁବିଧା, ଅଣ୍ଡା, ଚଣା, ଛତୁଆ, ମୁଡି, ଲଡ଼ୁ, ସୁଜି,ଆଦି ଗାଁ କଲ୍ୟାଣ ସମିତିର ଅନୁଦାନ,ଉପରେ ନେଇ ଦୁଧାରି ଗ୍ରାମ ପଂଚାୟତ ସମିତି ସଭ୍ୟା, ସୁଷମା ପାଙ୍ଗି,ଯାଇ ସ୍ଥିତି ଅନୁଧ୍ୟାନ କରି ତଦାରଖ କରିଥିଲେ ଏବଂ କିଛି ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଶିକ୍ଷା, ଗୀତ, ନାଚ,ଦୁର୍ବଳ ଥିବା ନେଇ, ସେମିଲିଗୁଡା ସି ଡି ପି ଓ, ବିନୋଦିନୀ ବେହେରା, ଏବଂ ସେକ୍ଟର ଇନଚାର୍ଜ, ଉମା ରାଣୀ ଘୋସ, ଙ୍କୁ ସାକ୍ଷାତ କରି ଅଙ୍ଗନବାଡି କେନ୍ଦ୍ରରେ ପରିଦର୍ଶନ କରିବା ପାଇଁ କହିଥିଲେ,

Leave a Reply

Your email address will not be published. Required fields are marked *