ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ(ଓଡ଼ିଶ୍ରୀ ଖବର)(କଣ୍ଟାପଡ଼ା)=କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଛାତ୍ରବସ୍ତଳ ଶିକ୍ଷକ ବିଭୂତିଭୂଷଣ ସେନାପତି(65) ଙ୍କ ହୃତଘାତରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି,ସେ ଜଣେ ଛାତ୍ରବସ୍ତଳ ଶିକ୍ଷକ ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ!ସ୍ୱର୍ଗତ ସେନାପତିଙ୍କ ମୁର୍ତ୍ୟୁ ଖବର ପାଇ ବହୁ ପୁରାତନ ଛାତ୍ର ଓ ମାନ୍ୟଗଣ ବ୍ୟକ୍ତି ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ଶେଷ ଦର୍ଶନ କରିଥିଲେ!ପରେ ନିଜ ଗାଁ ମଶାଣୀରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ ହୋଇଥିଲା,