ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଅର୍ନପୂର୍ଣ୍ଣା ଥ୍ରୀଏଟର ବି ଗ୍ରୁପର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରା କାର୍ଯ୍ୟକ୍ରମରେ ମଞ୍ଚସ୍ଥ ହେଲା ନାଟକ “ଗୁଜବ ପୁରରେ ଘର” !ନାଟକ ଟି ଅଭିଯାନର ସଭାପତି ଆଲୋକ ସ୍ୱାଇଁଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା,ଏହି ନାଟକ ଟିକୁ ରଚନା କରିଥିଲେ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର,ନିର୍ଦେଶନା ଦେଇଥିଲେ ଅର୍ନପୂର୍ଣ୍ଣାର ନିର୍ଦେଶକ ଅକ୍ଷୟ କୁମାର ରଣା,ସହ ନିର୍ଦେଶକ ଥିଲେ ଚୌଧୁରୀ ଶାଶ୍ୱତ ମହାପାତ୍ର,ଅଭିନୟରେ ଥିଲେ ସନ୍ଦୀପ ପାଣି,ପ୍ରେମାନନ୍ଦ ସ୍ୱାଇଁ,ଚନ୍ଦନ କୁମାର ସାହୁ,ଯଯାତି କେଶରୀ ନାୟକ,ପ୍ରଶାନ୍ତ ଚାନ୍ଦ,ଦିଲ୍ଲୀପ କୁମାର ଜେନା,ଶ୍ରୀଧର ରାଉତ,ରଞ୍ଜନ ସାହୁ,କିଶନ ଜେନା,ଆୟୁଷ୍ମାନ ସାହୁ,ସତ୍ୟନାରାୟଣ ଦାଶ,ସ୍ୱପ୍ନାରାଣୀ ପାତ୍ର,ପ୍ରିୟଙ୍କା ପାଢ଼ୀ,ତପସ୍ବିନୀ ସେଠୀ,ଉକ୍ତଳିକା ସେଠୀ,ଶୁଭଶ୍ମିତା ସ୍ୱାଇଁ ଏବେ ଆରାଧ୍ୟା ପ୍ରିୟଦର୍ଶିନୀ ଥିଲେ,ଆଲୋକ ଏବେ ଶବ୍ଦରେ ଥିଲେ ଦୀପକ ଦାଶ,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ଡ଼ ପ୍ରଶାନ୍ତ କୁମାର ହୋତା ଏବଂ ସମ୍ନାନିତ ଅତିଥି ଉତ୍କଳ ଫେଡେରସନ ଅଫ ୟୁନାଇଟେଡ଼ ନେସନ ଆସୋସିଏସନ ର ମହାସଚିବ ଶ୍ରୀଯୁକ୍ତ ଡ଼ ଦୀପାୟନ ପଟ୍ଟନାୟକ,ସମ୍ପାଦିକା ଆଲ୍ହାଦିନ କର,ସଭାପତି ନୂସିଂହ ପ୍ରସାଦ ରାୟଗୁରୁ,ଉପ ସଭାପତି ସୁଭାଶିଷ କର,ଯୁଗ୍ମ ସମ୍ପାଦକ ଶିବାନୀ ମହାପାତ୍ର,ଉପଦେଷ୍ଟା ବିକାଶ ଦାଶ ନାଟକ ଟିକୁ ଭ୍ରୁୟସୀ ପ୍ରଂଶସା କରିଥିଲେ,ସଂଯୋଜନା କରିଥିଲେ ସଫିଉଲ ହକ,ନାଟ୍ୟଧାରା ଏହି କାର୍ଯ୍ୟକ୍ରମ ଟି ଜଳଧର ମହାନ୍ତି,ଆଶିଷ ମହାନ୍ତି,ଜଗନ ମହାନ୍ତି,ଅଶୋକ ସାହୁ ଏବଂ ଛବି ସାହୁଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା,କଟକ ଜିଲ୍ଲା