• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଜିର ଅନୁଚିନ୍ତା

Spread the love

ହସ

1- ଖୁସିକୁ ବ୍ୟକ୍ତ କରିବା ର ସବୁଠାରୁ ସରଳ ଓ ସୁନ୍ଦର ମାଧ୍ଯମ ହେଉଛି ହସ ।

2- ହସିବା ଦ୍ବାରା ମନୁଷ୍ଯର ଶାରିରୀକ ଓ ମାନସିକ ସୌନ୍ଦର୍ଯ୍ୟରେ ବ୍ରୁଦ୍ଧି ଘଟିଥାଏ ।

3- ଏହା ମନୁଷ୍ଯ ପାଖରେ ଥିବା ଏପରି ଏକ ଅଳଙ୍କାର ଯାହା କେବେ ପୁରୁଣା ବା ଖରାପ ହୋଇ ନ ଥାଏ ।

4- ଆମ ଜୀବନରେ ଆସୁଥିବା ସମସ୍ୟା ପାଇଁ ସମାଧାନ ତ ନିଶ୍ଚୟ ଦରକାର, କିନ୍ତୁ ହସ ମାଧ୍ୟମରେ ସେହି ସମସ୍ୟା ଗୁଡ଼ିକୁ କିଛି ସମୟ ପାଇଁ ଆମେ ଭୁଲି ଯାଇଥାଉ ।

5- ସେଥିପାଇଁ ଏହା ହେଉଛି ସବୁଠାରୁ ଉତ୍କୂଷ୍ଟ ଓ ଦେୟମୁକ୍ତ ଥେରାପି ।

6-ଏହା ସବୁ ସମୟରେ ଅସିମୀତ ଭାବରେ ଆମ ନିଜ ପାଖରେ ହିଁ ଥାଏ ଏବଂ ହସିବା ଦ୍ବାରା ପରିଚିତ, ଅପରିଚିତ ସମସ୍ତଙ୍କୁ ଆପଣାର କରିହୁଏ  ।
ଶୁଭ ସକାଳ
ଜୟ ଗୁରୁଦେବ
ଆପଣଙ୍କ ଦିନ ମଙ୍ଗଳ ମୟ ହେଉ

Leave a Reply

Your email address will not be published. Required fields are marked *