• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଜିର ଅନୁଚିନ୍ତା

ByOdishri Khabar

Jan 21, 2025
Spread the love

ଆତ୍ମା

ଆତ୍ମା ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି – ସାର ବା ଶ୍ୱାସ ।

ଆତ୍ମାକୁ ପରମାତ୍ମାଙ୍କର ପ୍ରକାଶର କିରଣ କୁହାଯାଇଛି ଯାହକି ପ୍ରାଣୀ ମାନଙ୍କ ମଧ୍ଯରେ ପରମାତ୍ମାଙ୍କର ଅଂଶ ଅଟେ ।

ଏହାର ସ୍ୱଭାବ,ଧର୍ମ, ଗୁଣ ପରମାତ୍ମାଙ୍କ ସ୍ୱଭାବ, ଧର୍ମ ଓ ଗୁଣ ସହ ସମାନ ଅଟେ ।

ଆତ୍ମା ଅମର ଅଟେ । ଏହାକୁ ନଷ୍ଟ କରିବା ସମ୍ଭବ ନୁହେଁ ।

ପ୍ରାଣୀ ଭିତରେ ଥିବା ଶୁଦ୍ଧ ଚୈତନ୍ୟ ରୂପ ଆତ୍ମା ଅଟେ ।

ଜ୍ଞାନର ଆଲୋକ ଦ୍ବାରା ମନୁଷ୍ଯ ନିଜ ଭିତରେ ଥିବା ଆତ୍ମାକୁ ଜାଣି ପାରିଥାଏ  ।

Leave a Reply

Your email address will not be published. Required fields are marked *