• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପଲିଷ୍ଟର କାରଖାନା ରିଲାଏନ୍ସ କମ୍ପାନୀରେ ନିଯୁକ୍ତି ଦାବୀରେ ଅନଶନ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ : ଝାରଗାଡିଆ ନିକଟରେ ଥିବା ରିଲାଏନ୍ସ କମ୍ପାନୀ ପଲିଷ୍ଟର ଜମିହରା ପ୍ରଜାସଂଘ ଦ୍ବାରା ଶନିବାର ଦିନ ୧୦ ଟାରେ ରିଲାଏନ୍ସ କମ୍ପାନୀ ନିଯୁକ୍ତି ଦାବୀରେ ଅନଶନ କରା ଯାଇଥିଲା । ନିଯୁକ୍ତି କି ନେଇ ବିଭିନ୍ନ ଦାବୀ ଥିଲା ବେଳେ ଅନଶନ ବେଳେ ସଦର ଥାନା ପୋଲିସ ଏବଂ କମ୍ପାନୀ କତୃପକ୍ଷ ମିଶ ଆଲୋଚନା କରିଥିଲେ । ଏବଂ ସେମାନଙ୍କ ଦାବି ଗୁଡ଼ିକ ପୂରଣ କରା ଯିବାର ପ୍ରତିଶ୍ରୁତି ଦିଆଯାଇ ଥିଲା ବୋଲି ସେମାନେ ସୂଚନା ଦେଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟାରେ ସେମାନେ ଯାହା କୁହନ୍ତି ।

Leave a Reply

Your email address will not be published. Required fields are marked *