ଭଦ୍ରକ ବନ୍ତ ଛକ ପ୍ରବେଶ ଦ୍ୱାର ରେ ବାଲଗୋପାଲ ମନ୍ଦିର ସମ୍ମୁଖରେ ଆଜି ଶ୍ରୀ ଲେଦର ଏକ ଅତ୍ୟାଧୁନିକ ଶୋରୁମ ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର କର କୋମଳ ରେ ଉଦଘାଟନ ହୋଇ ଯାଇଛି। ଏହି ଉଦ୍ଘାଟନି ଉତ୍ସବ ଆଲବମ ଅଭିନେତ୍ରୀ ଭୂମିକା ଦାସ ଶ୍ରୀ ଲେଦ ର ମାଲିକ ଶ୍ରୀ ଯୁକ୍ତ କାଳନ୍ଦୀ ବାରିକ। ଶ୍ରୀ ପାଟନର୍ ମେନେ ବିଶେଷ ଡୋଲନ ଦେ , ସୁବାଷ ଦେ , ଶାୟନ ଦେ , ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ,