ଆଜି କାଲି ଦୁର୍ଘଟଣା ଦିନ କୁ ଦିନ ବୃଦ୍ଧି ହେଲାଣି,ବର୍ତ୍ତମାନ ସଡକ ସୁରକ୍ଷା ସପ୍ତାହ ଚାଲିଛି ସରକାର ଏକ ଅଭିନବ ପ୍ରୟାସ କଂସ ଓ ଚିତ୍ରଗୁପ୍ତ ଙ୍କ ଦ୍ଵାରା କିପରି ହେଲମେଟ, କାର belt ଗାଡ଼ି ଚାଲକ ପିଁନ୍ଧିବେ ଓ ସୁରକ୍ଷା ରେ ରହିବେ,ମଞ୍ଚ ଜରିଆ ରେ କଂସ ବୁଝାଉଛନ୍ତି କିପରି bike re 3 ଜଣ ନ ବସିବେ,ରାସ୍ତା ରେ ଗଲାବେଳେ ଫୋନ ରେ କଥା ହେବେ ନାହିଁ,ଦୃତ୍ ଗତି ରେ ଗାଡି ଚଳାଇବେ ନାହିଁ, ମଦ ପିଇ କି ଗାଡ଼ି ଚଳାଇ ବେ ନାହିଁ,18 ବର୍ଷ ରୁ ଅଧିକ ହେଲେ ଲାଇସେନ୍ସ କରିବା ,ଏହି ସବୁ ବାର୍ତ୍ତା ଲୋକ ଙ୍କ ପାଖ ରେ ପହଞ୍ଚାଉଛନ୍ତି,ଲୋକ ମାନେ ଅଭିନୟ ଦେଖିବା ସହ କିଛି କାର୍ଯ୍ୟ ରେ ଲଗାଇବେ ବୋଲି ସରକାର ବିଶ୍ୱାସ ରଖିଛନ୍ତି