ଆଜି କଟକ ସହର ରେ ଥିବା ବହୁ ପୁରୁଣା ବଜାର ଷ୍ଟେସନ ବଜାର ରେ ଦେଖା ଦେଇଛି ପ୍ରତିବାଦ ଓ ବିକ୍ଷେପ. ତିନି ପିଢ଼ି ଧରି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିବା ଆଜି ରେଲୁଁଏ ପ୍ରଶାସନ ର ଆକ୍ରୋଶ ର ଶିକାର ହେବାକୁ ଯାଉଛି. ବଜାର ରେ ଥିବା 26 ଟି ଦୋକାନୀ ପିଢ଼ି ପିଢ଼ି ଧରି ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଈ ଆସୁଥିଲେ କିନ୍ତୁ ହଟାତ ଉକ୍ତ ଦୋକାନ ଘର ଗୁଡିକ ଭାଙ୍ଗିବା ପାଇଁ ରେଲୁଁଏ ପକ୍ଷରୁ ଵିଜ୍ଞାପନ କରାଯିବାରୁ. ସେମାନେ ଶାନ୍ତି ପୁର୍ଣ ଧାରଣା ରେ ଦୋକାନ ବନ୍ଦ କରି ଦୁଇଦିନ ହେବ ବସିଛନ୍ତି. କିନ୍ତୁ ଦୁଃଖ ର କଥା ରେଲୁଁଏ କତୃପକ୍ଷ ଙ୍କର ଦେଖା ମିଳୁନାହିଁ. ପୂର୍ବରୁ ଥିବା ଡିଆରଏମ ପ୍ରତିଶୃତି ଦେଇଥିଲେ ମଧ୍ୟ ଥଇଥାନ ନ କରି ଉଛେଦ କରିବା କେତେଦୂର ଠିକ ବୋଲି ବଜାର ସଭାପତି ତଥା କର୍ପୋରେଟର ସୁଭାଶିଷ ପଟନାୟକ ଯୁକ୍ତି ରଖିଥିଲେ ଶୁଣନ୍ତୁ କଣ କହୁଛନ୍ତି ଷ୍ଟେସନ ବଜାର ସଭାପତି.