• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କଣାସରେ ବ୍ୟାପୁଛି ଝାଡା ବାନ୍ତି

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଣାସ ରେ ବ୍ୟାପିଛି ଝାଡାବାନ୍ତି ୪୦ ରୁ ଉର୍ଦ୍ଧ ଆକ୍ରାନ୍ତ I ଅଣାୟତ ହେଉଛି ସ୍ଥିତି l ଜାଗୁଳାଇ ପଦର, ଗଡ଼ିସା,ଗଦା ଯାମଳଗଦା ପଞ୍ଚାୟତର ଅନେକ ଗାଁ ରେ ଝାଡାବାନ୍ତି ଆରମ୍ଭ ହୋଇଯାଇଛି l ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ଗଡ଼ିଶାଗୋଦା ଓ କଣାସ ମେଡିକାଲ ରେ ଚିକିତ୍ସା ହେଲେଣି ୪୦ ରୁ ଉର୍ଦ୍ଧ ଝାଡ଼ା ବାନ୍ତି ରୋଗୀ l ଅନୁଧ୍ୟାନ ପାଇଁ ପୁରୀ ଓ ଭୁବନେଶ୍ୱର ରୁ ଆସିପାରନ୍ତି ଡାକ୍ତର ଓ ବେଶେଷଜ୍ଞ ଦଳ l ସ୍ଥିତିକୁ ଆଖି ଆଗରେ ରଖୀ କଣାସ ମେଡିକାଲ ରେ ୨୮ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି I ନଦିପାଣି ବ୍ୟବହାର ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *