• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୫୧_ତମ_ମକର_ମେଳା_ଓ_ଚତୃର୍ଥ_ପ୍ରହର_ନାମଯଜ୍ଞ

Spread the love

51 ତମ ମକର ମେଳା ଓ ଚତୃର୍ଥ ପ୍ରହର ନାମଯଜ୍ଞ=ଇଂରାଜୀ ନବ ବର୍ଷର ପ୍ରଥମ ପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ନୁଆଗାଁ ଗ୍ରାମର ବାବା ସାଧୁ ଗୋସ୍ୱାମୀ ଙ୍କ ପୀଠରେ ମକର ମେଳା ଓ ଚତୃର୍ଥ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି,ସକାଳ ଛଅ ରୁ ସନ୍ଧ୍ୟା ଛଅ ପର୍ଯ୍ୟନ୍ତ ଏହି ଭକ୍ତି ଭାବର କାଯ୍ୟକ୍ରମରେ ଭକ୍ତ ଙ୍କ ଭିଡ଼ ଲାଗିରହିଥିଲା,ଏଠାରେ 2000 ଲୋକଙ୍କ ସମାଗମ ହେଇଥିଲା,ନୂଆଗାଁ ଗ୍ରାମବାସୀ ଙ୍କ ତରଫରୁ ସମସ୍ତ ଙ୍କ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା, କଟକ ଜିଲ୍ଲା ବାରଙ୍ଗ ରୁ ପ୍ରକାଶ କୁମାର ଭୋଇ

Leave a Reply

Your email address will not be published. Required fields are marked *