• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭୀମ ଭୋଇ ଭିର୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବାରଙ୍ଗ ପଂଚାୟତ ସମିତି କାଯ୍ୟଳୟ ପରିସରରେ ଭୀମ ଭୋଇ ଭିର୍ନକ୍ଷମ ସାମର୍ଥ୍ୟ ଶିବିର(BBSA camp)ଅନୁଷ୍ଠିତ ହେବ,ଯେଉଁ ହିତାଧିକାରୀ ମାନେ ଭିର୍ନ୍ନକ୍ଷମ ପ୍ରମାଣ ପତ୍ର(disability certificate)ପାଇବା ପାଇଁ ଚାହୁଁଥିବେ ସେମାନେ ଗୁରୁବାର ଦିନ online application ସହିତ ଆବଶ୍ୟକିୟ କାଗଜ ପତ୍ର ଆଣି ଉକ୍ତ ଶିବିରରେ ଯୋଗଦେବାକୁ ଅନୁରୋଧ କରାଯାଉଛି,ହାତଲେଖା ଭିର୍ନକ୍ଷମ ପ୍ରମାଣ ପତ୍ର ବ୍ୟକ୍ତି ମାନେ ଉକ୍ତ ଶିବିରରେ ଯୋଗ ଦେଇ UDID certificate ପାଇଁ ଆବେଦନ କରିପାରିବେ, ସୌଜନ୍ୟ ବାରଙ୍ଗ ପଂଚାୟତ ସମିତି..

Leave a Reply

Your email address will not be published. Required fields are marked *