• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କଣିହାଁ_କୋଇଲା_ଖଣିରେ_୧୬୩_BNS_ଧାରା_ଲାଗୁ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୁଳ ଜିଲ୍ଲା କଣିହାଁ ଖୋଲା କୋଇଲା ଖଣିରେ ଆଜିକୁ ୭ଦିନ ହେବ ଟାଇମ ଅଫିସ ସମ୍ମୁଖରେ ଜରଡ଼ା କ୍ଷେତିଗ୍ରସ୍ତ ପ୍ରଜା ତାଙ୍କର ପୁର୍ନର ବସ୍ତି ଓ ଥଇଥାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଥଇଥାନ କରିବା ପାଇଁ ଖଣି କତୃପକ୍ଷ ବାରମ୍ବାର ପ୍ରତିଶୃତି ଦେଇ ଆସୁଥଲେ ମଧ୍ୟ ତାହା ଖଣି କତୃପକ୍ଷ ପାଳନ କରନ୍ତି ନାହିଁ ବୋଲି କ୍ଷତିଗ୍ରସ୍ତ ପ୍ରଜା ଅଭିଯୋଗ କରିଛନ୍ତି। ଅନ୍ୟପଟେ କ୍ଷତିଗ୍ରସ୍ତ ପ୍ରଜା ଧାରଣାରେ ବସିଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଭାରତୀୟ ନ୍ୟାୟ ସାହୀନତା ୧୬୩ BNS ଧାରା ଲାଗୁ କରି ଖଣି କତୃପକ୍ଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଘଟଣା ସ୍ଥଳରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଅଞ୍ଚଳ ର କ୍ଷତିଗ୍ରସ୍ତ ମହିଳା ମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି।

Leave a Reply

Your email address will not be published. Required fields are marked *