କଟକ ଜିଲ୍ଲା ରାଧାମାଧବ ବିଦ୍ୟାପୀଠ,ନୂଆଗାଁ ଶାସନ,2006 ମେଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଗତ ରବିବାର ଦିନ ବୋରିକ ମେଳଣ ଯାତ୍ରା ପଡିଆ,କୋରକରା ଠାରେ ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି, ଏହି ବନ୍ଧୁ ମିଳନରେ ଶହେ ରୁ ଉର୍ଦ୍ଧ ସାଙ୍ଗ ସାଥୀ ଙ୍କ ଆଜି ଭେଟଭାଟ ହୋଇଥିଲା,ସାଙ୍ଗ ସାଥୀ ମାନେ ନିଜ ନିଜ ର କର୍ମ ଜଂଜାଳ କୁ ପଛରେ ପକେଇ ଦିନକ ପାଇଁ ଛାତ୍ର ଜୀବନ ପରି ଦିନଟିକୁ ପାଳିଥିଲେ,ସାଙ୍ଗ ସାଥୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଆଲୋଚନା ହେଇଥିଲା ସବୁ ଛାତ୍ର ଛାତ୍ରୀ ମାନେ ମୋ ସ୍କୁଲ ଯୋଜନାରେ ସାମିଲ ହୋଇ ନିଜ ବିଦ୍ୟାଳୟ ପାଇଁ କିଛି ଉର୍ନତି ମୂଳକ କାଯ୍ୟକ୍ରମ କରିବା ସହିତ ଆମ ଭିତରେ ଯେଉଁ ଗରୀବ ଛାତ୍ର ଛାତ୍ରୀ ଅଛନ୍ତି ତାକୁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ସମସ୍ତେ ଏକ ଶପଥ ନେଇଥିଲେ,ଏହି ଭୋଜି ରେ ଥିଲେ, ଆଶିଷ,ସରୋଜ,ବିଜନ,ଆଲୋକ,ଭଗବାନ,ସୋରେଶ,ପ୍ରଣବ,ନମିତା, ଲିନା,ପ୍ରିୟଦର୍ଶିନୀ,ଶୁଭର୍ଶୀ,ଜୟନ୍ତୀ, କୁମଦିନୀ,ମୋନାଲିସା, ନିଲମ୍,କଣ୍ଢେଇ,ପ୍ରଣତି ଏବଂ ଆଜି ଯେଉଁ ବନ୍ଧୁ ମିଳନ ପାଇଁ ସମସ୍ତଙ୍କୁ ଏକାଠି କରିଥିଲେ ସରୋଜ କୁମାର ପ୍ରଧାନ ଙ୍କୁ ସମସ୍ତେ ଶୁଭେଚ୍ଛା ଜଣେଇଥଲେ ..