• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କେବେ ଦୂର ହେବ ପାଣି ସମସ୍ୟା

Spread the love

ହଁ ଦର୍ସକ ବନ୍ଧୁ ପ୍ରତି ବର୍ଷ ପାଣି ସମସ୍ୟା ବଢ଼ିବାରେ ଲାଗିଛି । ଏହାର ଭିତରେ ସାମ୍ନାକୁ ଆସିଛି ପାଣି ସମସ୍ୟାର ଆଉ ଏକ ନଗ୍ନ ଚିତ୍ର । ସୁଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ : ମରୁବିଲି ଗ୍ରାମପାଞ୍ଚୟତର ସାରିଓଗ୍ରାମ ଉପର ସାହିର ଦୃଶ୍ୟ । ଆଜିବି ଏହି ଅଞ୍ଚଳ ରେ ଆଦିବାସୀ ଅଧୁଷିତ ଅଞ୍ଚଳରେ ବସୁଧା ଯୋଜନା ଥାଉ ଥାଉ ଲୋକଙ୍କ ପାଖରେ ପହଁଞ୍ଚି ପାରୁନି ବିଶୁଦ୍ଧ ପିଇବା ପାଣି ବାଧ୍ୟ୍ୟ ହୋଇ ଦୂଷିତ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଭଲ ଭାବରେ ନଜର ପକାନ୍ତୁ ଏହି ଦୃଶ୍ୟକୁ କିପରି ଚଳୁଛନ୍ତି ଏହି ଆଦିବାସୀ ଲୋକମାନେ । ପିଇବା ପାଣି କହିଲେ ପୋଖରୀ ପାଣି ନହଲେ ଏକ ନଳ କୂପର ଦୂଷିତ ନାଲିଆ ପାଣି । ଏହାଦ୍ଵାରା ଲୋକମାନଙ୍କର ସ୍ଵାସ୍ତ୍ୟ ଖରାପ ହେବାର ସମ୍ଭାବନା ଅଛି ତେଣୁ ଗ୍ରାମର ପାଣି ସମସ୍ୟା ଦୂର କରିବା ପାଇଁ ସରକାରଙ୍କୁ ଗ୍ରାମବାସୀ ମାନେ ଦାବି କରିଛନ୍ତି!

Leave a Reply

Your email address will not be published. Required fields are marked *