• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୧୦ ଟଙ୍କିଆ ନୋଟ୍ କରିବ ଲକ୍ଷପତି

ByOdishri Khabar

Apr 26, 2025
Spread the love

ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ପ୍ରକାରର ନୋଟ୍ ସଂପର୍କରେ ଜାଣିଥିବେ। ହେଲେ ସେଇ ନୋଟ୍ ଯେ ଆପଣଙ୍କୁ ଲକ୍ଷପତି କରିବା ଆପଣ ନିଜେ ମଧ୍ୟ ଜାଣି ନ ଥିବେ । ହଁ ଆଜ୍ଞା , ଭବିଷ୍ୟତ ପାଇଁ ସମସ୍ତଙ୍କୁ କିଛି ନା କିଛି ସଞ୍ଚୟ କରିବା ଉଚିତ କିନ୍ତୁ କିଛି ଲୋକ ଏହା ଭାବିକି କୌଣସି ସ୍କିମ କରନ୍ତି ନାହିଁ କାହିଁକିନା ତାଙ୍କ ପାଖେ ଅଧିକ ପଇସା ନାହିଁ ଓ କିଛି ଲୋକଙ୍କ ପାଖରେ ପଇସା ନଥାଏ । ବହୁତ ଲୋକଙ୍କୁ ଏହା ବି ଲାଗେ କି ଛୋଟ ସଞ୍ଚୟ ରେ କିଛି ହବ ନାହିଁ ଏବଂ ଏହା ଗୋଟେ ବଡ ରାଶି ହୋଇ ଜମା ହୋଇ ପାରିବନି ৩০° ଭାବନ୍ତି କି ଭଲ ଓ ବେସୀ ପଇସା ର ସ୍ମିମ କଲେ ସେ ଭଲ ସଞ୍ଚୟ କରି ପାରିବେ କିନ୍ତୁ ଏହା ପାଇଁ ଭଲ ପଇସା ଦରକାର ଯାହା ସମସ୍ତଙ୍କ ପାଖ ରେ ନାହିଁ । କିନ୍ତୁ ଏବେ ସମସ୍ତଙ୍କ ପାଇଁ ପୋ ପାଇଁ ପୋଷ୍ଟ ଅଫିସ ରେ । ବହୁତ ଭଲ ସ୍ମିମ ଆସିଛି ଯାହା Iହା ରେକରିଙ୍ଗ ଡିପୋଜି ଜିଟ (ଆରଡି) କୁ ରଡି) କୁହା ଯାଉଛି । ପୋଷ୍ଟ ଅଫିସ ର ଆରଡି ରେ ଆପଣ ମାତ୍ର ୧୦ଟଙ୍କା ଇନଭେସମେଣ୍ଟ ରୁ ବି ଆରମ୍ଭ କରି ପାରିବେ ଯାହା ସମସ୍ତଙ୍କ ପାଇଁ ସମ୍ଭବ ଅଟେ, ପୋଷ୍ଟ ଅଫିସ ଆରଡି ରେ ବର୍ତମାନ ରେ ୭.୩% ବର୍ଷ କୁ ସୁଧ ମିଳୁଛି । କିନ୍ତୁ ଆରଡି ର ଗୋଟେ ବିଶେଷତା ଏହା ଅଟେ କି ମୂଳ ଟଙ୍କା ସହ ସୁଧ ଟଙ୍କା କୁ ତିନି ମାସ ରେ ଥରେ ମିସାଇ ଦେଇ ଥାଏ, ଆରଡି ଆକାଉଣ୍ଟ ଅଧିକତମ ରୂପ ରେ ୫ବର୍ଷ ପାଇଁ ହୋଇ ପାରେ ତା ଠୁ ଅଧିକ ନୁହେଁ । ସ୍କିମ ସରିଲା ପରେ ବି ଏହାକୁ ଆଗୁକୁ ବଢେଇବା ର ରାସ୍ତା ବି ଅଛି, ଯଦି ଆଜି ଆପଣ ପୋଷ୍ଟ ଅଫିସ ଆରଡି ରେ ଆଜି ୧୦ଟଙ୍କା ଜମା କରିଛନ୍ତି ତାହେଲେ ୫ବର୍ଷ ପରେ ଆପଣଙ୍କୁ ୭୨୫.୦୫ଟଙ୍କା ମିଳିବ । ସବୁଦିନ ଯଦି ଆପଣ ୧୦୦ଟଙ୍କା ପୋଷ୍ଟ ଅଫିସ ରେ ଜମା କରୁଛନ୍ତି ତାହେଲେ ଆପଣଙ୍କ ୫ବର୍ଷ ରେ ମୂଳ ହୋଇଯିବ ଲଖେ ୮୦ହଜାର ଏବଂ ଏବେକା ୭.୩% ସୁଧ ଅନୁଯାଇ ଆପଣ ପାଇବେ ୨,୧୭,୫୧୫ ଟଙ୍କା, ୫ବର୍ଷ ରେ ୩୭,୫୧୫ଟଙ୍କା ଲାଭ । ଆପଣ ନିଜ ନିକଟତମ ପୋଷ୍ଟ ଅଫିସ ରେ ଏବେ ହିଁ ନିଜ ଆଇଡି ପୃଫ ଏବଂ ଅଡ୍ରେସ ପୃଫ ଦେଇ ଏହି ୧୦ଟଙ୍କା ସ୍କିମରୁ ବି ଆରମ୍ଭ କରି ପାରିବେ । ବର୍ଷେ ପରେ ଆପଣ ଚାହିଁଲେ ଲାଭ ର ଅଧା ପଇସା କାଢି ପାରିବେ ଯାହା ଅନ୍ୟ ଜାଗା ରେ ମ୍ୟାଚୁରେଟି ପୂର୍ବରୁ ଦବା ନିଷେଧ ଅଟେ ।

Leave a Reply

Your email address will not be published. Required fields are marked *