ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଯାଜପୁରର ସେଇ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ କୋରେଇ ନିର୍ବାଚନମଣ୍ଡଳୀ ର କଥା ଦର୍ଶକ ବନ୍ଧୁ ସରକାର ବଦଳିଛି ସତ ହେଲେ ବଦଳିନି ସରକାର ବାବୁମାନଙ୍କ ଲୋଭଖୋର ମନବୃତି ମାଫିଆ ଓ ପ୍ରଶାସନିକ ଅଧିକାରୀ ବାବୁମାଙ୍କ ମଧୁଚନ୍ଦ୍ରିକାରେ ରାତାରାତି ଚାଲିଛି ଚୋରା କାରବାର ଦୈନିକ ସହ ସହ ଟ୍ରିପ ବାଲି ମାଟି ଚାଲିଛି ଚୋରା ଚାଲାଣ ଏଠି ପ୍ରଶ୍ନ ଉଠୁଛି
(୧)କାହା ଛତ୍ରଛାୟା ତଳେ ବେଢଡ଼କ ଭାବରେ ଚାଲିଛି ଚୋରା ବାଲି ଓ ମାଟିକାରବାର
(୨)କାହିଁକି ସବୁ ଜାଣି ନିଘୋଡ଼ ନିଦ୍ରାରେ ପ୍ରଶାସନିକ ଅଧିକାରୀ
(୩)ଦିନରେ ବାସନ୍ତୀ ରାତିରେ ବସନ୍ତ ସାଜି ମା ମାଟିର ଦ୍ୱାହି ଦେଇ କୋରେଇ ର ମା ର ବାଲି ମାଟିକୁ ବାହାରକୁ ଚାଲାଣ କରିବାରେ ପଛାଉନାହାନ୍ତି ମାଫିଆ
(୫)ଏଥି ପ୍ରତି ପ୍ରଶାସନ ଦୃଷ୍ଟି ନଦେଇ ନିଘୋଡ଼ ନିଦ୍ରା ରେ ଶୋଇରହିଛନ୍ତି
ଏଥି ଯାହାକୁ ଦେଖିବୁ ଦେଖ ସବୁ ଡରପୋଡା କାଠ ଦୈନିକ ସହ ସହ ଭାରିଜାନ ଗାଡ଼ି ସାହାଯ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଳନ କରି ରାଜସ୍ବ ଲୁଟିବା ସହ ଗାଁ ଗହଳି ରାସ୍ତା କୁ ମଧ୍ୟ ନଷ୍ଟ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ଅମାନିୟା ମାଫିଆ। ବିଭିନ୍ନ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଏହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।ତେବେ ଏହାକୁ ନେଇ କେବେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା