• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଚାରଭାଟି ଧାନ ମଣ୍ଡି ଉଦଘାଟିତ

ByOdishri Khabar

May 22, 2025
Spread the love

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭାଟି ଧାନ ମଣ୍ଡି ଉଦଘାଟିତ ହୋଇଛି।ଉଦଘାଟନୀ ସମୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶଙ୍କର ନାଏକ,ଅତିଥି ଭାବେ ପୂର୍ବତନ ସମିତି ସଭ୍ୟା ଅହଲ୍ୟା ମଲ୍ଲିକ, ବରିଷ୍ଠ ଚାଷୀ ପ୍ରମୋଦ ନାଏକଙ୍କ ସହ ଚାଷୀ ଯୋଗେନ୍ଦ୍ର ପୁଝରୀ ,ଧାନ କ୍ରୟ କରୁଥିବା ନବୋଦୟ ମହିଳା ସମିତିର ସଭାପତି ମମତା ନାଏକ,ସମ୍ପାଦିକା ସୁଶୀଳା ମାଝୀ ଓ ସମସ୍ତ ସଦସ୍ୟାଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ରହି ମଣ୍ଡି ଉଦଘାଟନରେ ସାମିଲ ହୋଇଥିଲେ। ଏ ସମୟରେ ଆମ ପ୍ରତିନିଧି ଅତିଥି ଓ ଚାଷୀଙ୍କ ସହ ସିଧାସଳଖ ବାର୍ତାଲାପ କରିଥିଲେ।ଆସନ୍ତୁ ଦେଖିବା ଏହି ରିପୋର୍ଟ,,,

Leave a Reply

Your email address will not be published. Required fields are marked *