ଆଜିକାଲି ସମୟରେ ପ୍ରାୟ ସମସ୍ତେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ସୋସିଆଲ ମିଡ଼ିଆର କିଛି ସାଇଟ ଏମିତି ଅଛି ଯାହା ଦ୍ଵାରା ଆପଣ ବିପଦ ରେ ପଡ଼ି ପାରନ୍ତି। ଏମିତିକି ମୋଟା ରକମର ଜୋରିମାନା ଦେବା ସହ ଜେଲ୍ ମଧ୍ୟ ଯାଇପାରନ୍ତି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ କିଛି ପ୍ରଶ୍ନ ଉପରେ ନଜର ପକାଇବା ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଅନେକ ଗୁଣ ବୃଦ୍ଧି କରିପାରିବ ହେଲେ ଏ ସବୁ ଗୁଗଲ ସର୍ଚ୍ଚ କରିବା ବି ବିପଦ ସାଜି ଯିବ । ତେବେ ସେଗୁଡ଼ିକ ଯଥା କ୍ରମେ ବୋମା ତିଆରି କରିବାର ଉପାୟ ଖୋଜିବା
ଏହା ସହିତ, ଶିଶୁ ପର୍ଣ୍ଣୋଗ୍ରାଫି ସନ୍ଧାନ କରିବା ଏବଂ ଦେଖିବା ମଧ୍ୟ ଏକ ଅପରାଧ। ଅନ୍ୟପକ୍ଷରେ, ହ୍ୟାକିଂ ସମ୍ବନ୍ଧୀୟ ଟ୍ୟୁଟୋରିଆଲ୍ କିମ୍ବା ସଫ୍ଟୱେର୍ ଖୋଜିବା ଅନେକ ଦେଶରେ ଏକ ଅପରାଧ, ଯେପରି ସାଧାରଣ ପର୍ଣ୍ଣୋଗ୍ରାଫି ଖୋଜିବା ମଧ୍ୟ ଏକ ଅପରାଧ। ତେଣୁ ଏ ସବୁ ଯଦି ଦେଖୁଛନ୍ତି ତେବେ ଆଜି ଠୁ ସାବଧାନ ହୋଇ ଯାଆନ୍ତୁ ।