|| ମୁଁ ଆଜି ଦୁନିଆକୁ ଚିହ୍ନି ଯାଇଛି କିଏ ମୋ ପାଇଁ କେତେ ବୋଲି । କେବଳ ଜଗନ୍ନାଥଙ୍କ ଆଶ୍ରିବାଦ ଆଉ ଓଡ଼ିଶା ବାସି ଙ୍କ ଭଲ ପାଇବା ପାଇଁ ମୁଁ ଆଜି ବଞ୍ଚି ଯାଇଛି। ହଁ ଦର୍ଶକ ଏଭଳି କିଛି କୋହ ଭରା କଥା କହି ଆଜି କାନ୍ଦି ପକାଉଛନ୍ତି ରାଣୀ ଭଳି ରହୁଥିବା ରଣିପଣ୍ଡା। ଏଇ କିଛି ଦିନ ତଳେ ସୁନ୍ଦରୀ ରାଣୀ ପଣ୍ଡାଙ୍କୁ ଏକ ଅଜଣା ରୋଗ ମାଡ଼ି ବସିଥିଲା । ଯେଉଁଥିପାଇଁ ସେ ଚିକିତ୍ସା ହେଉଥିଲେ । ତାଙ୍କର ଏ ଅବସ୍ଥା ଦେଖି ଫ୍ୟାନ ନିରାଶ ହୋଇ ଯାଇଥିଲେ । ହେଲେ ଆଜି ନିଜର ଏକ ଭିଡିଓ ବାର୍ତ୍ତା ଦେଇ ଫ୍ୟାନ ଙ୍କୁ ଏକ ପ୍ରକାରର ଆଶ୍ଵାସନା ଦେଇ କହିଛନ୍ତି ଯେ ଯାତ୍ରା କାରଣରୁ ଅନେକ ରାତି ଅନିଦ୍ରା ରହିବାକୁ ପଡୁଛି ଏବଂ ଖାଦ୍ୟ ପେୟ ର ଅନିୟମିତତା କାରଣରୁ ଅସୁସ୍ଥ ହୋଇ ପଡିଲେ, ତାଙ୍କର ଏସନ ଫୁଲିଲା ସାଂଗ କୁ ଆଖି ରେ ଇନଫେକସନ ହୋଇଥିଲା, ଏହା ପରେ ସେ କହିଛନ୍ତି ଖୁବ କମ ସମୟ ବ୍ୟବଧାନରେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହୋଇ ଖଣ୍ଡଗିରି ଯାତ୍ରା ରେ ନୁଆ ନାଟକ ସହିତ ଦମଦାର ପ୍ରଦର୍ଶନ କରିବେ ||