• Tue. Jun 9th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଏହି 3ଟି ଜିନିଷ ରହିଲେ ଭୟଙ୍କର ବିପଦ ମାଡ଼ିଆସେ

Spread the love

ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଏହି 3ଟି ଜିନିଷ ରହିଲେ ଭୟଙ୍କର ବିପଦ ମାଡ଼ିଆସେ, ଧନର ଅଭାବ ଦେଖାଦିଏ
ବାସ୍ତୁ ଅନୁସାରେ ଘରେ ଥିବା ପ୍ରତେକ ବସ୍ତୁ ସାକାରାତ୍ମକ ଓ ନାକାରାତ୍ମକ ଊର୍ଜାର ସଂଚାର କରିଥାଏ । ଯଦି ବସ୍ତୁ ଗୁଡିକ ଘରେ ଠିକ ଜାଗାରେ ନ ରଖାଯାଏ ତେବେ ଏହା ନେଗେଟିଭ ଶକ୍ତି ବଢାଇଥାଏ । ଏହାର ପ୍ରଭାବ ଘରର ଆର୍ଥିକ ସ୍ଥିତିରେ ପଡିବା ସହ ଝଗଡା ବଢିଥାଏ । ଯଦି ସେହି ବସ୍ତୁ ଗୁଡିକୁ ଠିକ ଜାଗାରେ ରକହାଯାଏ ଏହା ପଜେଟିଭ ଊର୍ଜାର ସଂଚାର କରିଥାଏ ।ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ଵାର ସବୁ ପ୍ରକାରର ସୁଖ ସମୃଦ୍ଧି ଓ ବୈଭବର ପ୍ରବେଶର ଦ୍ଵାରା ହୋଇଥାଏ । ଯଦି ଏହାର ଦିଗ ଭୁଲ ବା କିଛି ଏମିତି ଜିନିଷ ରଖାଯାଇଥିବ ଯାହା ନେଗେଟିଭ ଊର୍ଜାକୁ ବଢାଇଥାଏ । ଆଜି ଆମେ ଜାଣିବା ମୁଖ୍ୟଦ୍ଵାରରେ କେଉଁ ଜିନିଷ ରଖିଲେ ବିପଦ ଆସିଥାଏ ।
୧- ଘରର ମୁଖ୍ୟ ଦ୍ଵାରରେ ମଇଳା ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ଏହା ଦ୍ଵାରା ନେଗେଟିଭ ଶକ୍ତିର ସଂଚାର ହୋଇଥାଏ । ଯାହା ଘର ପ୍ରତି ବିପଦର କାରଣ ହୋଇଥାଏ ।

୨- କଣ୍ଟା ଜାତୀୟ ଗଛ ଘରର ଶୋଭା ବଢାଇବା ପାଇଁ କିଛି ଲୋକ ଘରର ମୁଖ୍ୟଦ୍ଵାର ଆଗରେ ରଖିଥାନ୍ତି । କିନ୍ତୁ ଏହା ଅଶୁଭ ଅଟେ । ଏହା ଦ୍ଵାରା ଘରେ କଳି ଝଗଡା ସୃଷ୍ଟି ହୋଇଥାଏ ।

୩- ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ବହୁତ ପବିତ୍ର ମାନାଯାଏ । ତୁଳସୀ ଗଛ ଘରର ମୁଖ୍ୟଦ୍ଵାର ଆଗରେ ନିଶ୍ଚୟ ରଖନ୍ତୁ । ଏହା ଦ୍ଵାରା ଘରେ ସୁଖ, ସମୃଦ୍ଧି, ଧନର ବୃଦ୍ଧି ହୋଇଥାଏ ।

୪- କିଛି ଘର ଆଗରେ ବିଜୁଳି ଖୁଣ୍ଟ ରହିଥାଏ । କିନ୍ତୁ ବାସ୍ତୁ ଅନୁସାରେ ଏହା ପରିବାରର ସଦସ୍ୟଙ୍କର ଉନ୍ନ ଟି ରେ ବାଧା ଆସନିଥାଏ । ମୁଖ୍ୟଦ୍ଵାର ସାମନାରେ ଭୁଲରେ ବି ବିଜୁଳି ଖୁଣ୍ଟ ରଖନ୍ତୁ ନାହିଁ ।

୫-ଯେଉଁ ଗଛରୁ ସର୍ବଦା କ୍ଷୀର ବାହାରିଥାଏ ତାହାକୁ ମୁଖ୍ୟଦ୍ଵାର ଆଗରେ ରଖନ୍ତୁ ନାହିଁ । ମୁଖ୍ୟଦ୍ଵାର ଆଗରେ ପାଣି ଟଙ୍କା ରହିବା ଅଶୁଭ ହୋଇଥାଏ ।
୬- ଘରର ମୁଖ୍ୟଦ୍ଵାର ସାମନାରେ ମନ୍ଦିର ରଖିବା ଅନୁଚିତ । କଦଳୀ ପତ୍ରର ତୋରଣ ବନାଇ ଘରର ମୁଖ୍ୟଦ୍ଵାର ରେ ଲଗାଇଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଘରେ ଯଶ, ବୈଭବ, ଶାନ୍ତି ପ୍ରବେଶ କରିଥାଏ ।

୭- ଘରର ମୁଖ୍ୟଦ୍ୱାରର ଆଖପାଖରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ । ଏହା ଦ୍ଵାରା ନେଗେଟିଭ ଶକ୍ତିର ସଂଚାର ହୋଇଥାଏ । ମୁଖ୍ୟଦ୍ଵାର ଆଗରେ ଛୋଟ ଘଣ୍ଟି ନିଶ୍ଚୟ ଲଗାଇବା ଉଚିତ । ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

୮- ରାତ୍ରି ବା ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ଵାର ରେ ବସିବା ଅନୁଚିତ । ସୂର୍ଯ୍ୟାସ୍ତ ସମୟରେ ଯେଉଁ ମହିଳା ଘରର ଚଉକାଠ ଉପରେ ବସନ୍ତି ତାହା ଦ୍ଵାରା ଘରେ ଦାରିଦ୍ର୍ଯତା ମାଡି ଆସିଥାଏ । ଏଭଳି ବ୍ୟକ୍ତିଙ୍କୁ ଆଗାମୀ ସମୟରେ ଗମ୍ଭୀର ରୋକର ଶିକାର ହେବାକୁ ପଡିଥାଏ ।
୯- ଘରର ମୁଖ୍ୟଦ୍ଵାର ଆଗରେ ଜୋତା ବା ଚପଲ ରଖିବା ଅନୁଚିତ । ପୁରୁଣା ତାଲାର ବ୍ୟବହାର କରିବା ଅନୁଚିତ ।

Leave a Reply

Your email address will not be published. Required fields are marked *