• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଥାନା ରେ ଦ୍ବାରସ୍ଥ ହେଲେ ସ୍ୱାମୀ ସ୍ତ୍ରୀ

Spread the love

ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଜଗଦଲପୁର ଗ୍ରାମପଞ୍ଚାୟତ ର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭାରତୀ ନାୟକ ସ୍ୱାମୀ ମଦନ ନାୟକ ଥାନା ରେ ଦ୍ୱାରସ୍ଥ ହୋଇ ଛନ୍ତି ସୂଚନା ଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ ଗ୍ରାମ ର ପୂର୍ଣ୍ଣ ଚନ୍ଦ୍ର ନାୟକ ପିତା ବଂଶୀ ଧର ନାୟକ ଛୋଟୁ ନାମକ ଏକ ଗୁଣ୍ଡା କୁ ଲଗାଇ ମହିଳା ଙ୍କ ସ୍ୱାମୀ ଙ୍କୁ ରାତି ଅଧରେ ଆକ୍ରମଣ କରି ମୋବାଇଲ ଛଡ଼ାଇ ନେଇଥିଲେ। ପରେ ଏ ମାମଲା ଥାନା ରେ ପହଞ୍ଚି ମହିଳାଙ୍କ ସ୍ୱାମୀ ମୋବାଇଲ ଫେରସ୍ତ ପାଇ ଥିଲେ। ପୁନର୍ବାର ସେହି ରାଗକୁ ରଖି ଦୃର୍ବୁତ୍ତ ମଦନ ନାୟକ ଆଜି ଫୋନ ରେ ମହିଳାଙ୍କ ସ୍ୱାମୀ ଙ୍କୁ ୩୦ ହଜାର ମାଗିବା ସହ। ତାଙ୍କ ସ୍ବାମୀକୁ ଜୀବନରେ ମାରି ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେବ ବୋଲି ଧମକ ଦେଇଛି । ମହିଳା ଜଣଙ୍କ ଏ କଥା କୁ ନେଇ ଥାନା ଦ୍ୱାରସ୍ଥ ହୋଇ ଛନ୍ତି।

Leave a Reply

Your email address will not be published. Required fields are marked *