• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାଁ ବଳୀବାସୁଳି ଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Spread the love

ଆଜି ଭଦ୍ରକ ସହର ମଧ୍ୟ ଭାଗରେ ଥିବା କୁଆଁ ଗ୍ରାମର ଜେନା ସାହି ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ବଳୀ ବାସୁଳି ଙ୍କ ର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁସାରେ ଆଜି ସକାଳୁ ମାନସୀକ ମହିଳା ମାନେ ନିକଟସ୍ଥ ସାଳନ୍ଦୀ ନଦୀ ରୁ ଘଟ ଉତ୍ତୋଳନ କରି ବିରାଟ ଶୋଭାଯାତ୍ରାରେ ଆସି ମାଁ ଘଟ ସ୍ଥାପନ କରି ସାରିବା ପରେ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା।ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ମାଁ ଙ୍କ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜକୁ ଉତ୍ସର୍ଗୀ କୃତ କରିଥିଲେ। ୩ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲିି ମନ୍ଦିର ପରିଚାଳନା କମିଟିର ମୁଖ୍ୟ ସଞ୍ଜୟ ସାହୁ ସୂଚନା ଦେଇ ଅଛନ୍ତି

Leave a Reply

Your email address will not be published. Required fields are marked *