• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଥ୍ରୀଏଟର ଅଭିଯାନ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଥ୍ରୀଏଟର ଅଭିଯାନ,ପାଇକପଡା,କଟକ ର ନାଟକ “ପୁନଶ୍ଚ ମହାତ୍ମା ” ରାଉଲକେଲା ର ସିଭିକ ସେଣ୍ଟର ଠାରେ ପରିବେଷଣ ହୋଇଯାଇଛି,କଲଚୁରାଲ ଏକାଡେମୀ ତରଫରୁ ଆୟୋଜିତ ଲୋକ ନାଟକ ପ୍ରତିଯୋଗିତା ର ଏହା ଥିଲା ପଞ୍ଚମ ସନ୍ଧ୍ୟା,ନାଟକ ଟି ଉପସ୍ଥିତ ଦର୍ଶକ ଙ୍କ ମନ ଜିଣିବାରେ ସକ୍ଷମ ହୋଇପାରିଥିଲା,ଏହି ନାଟକ ଟିକୁ ରଚନା କରିଥିଲେ,ନାଟ୍ୟକାର ଭାବଗ୍ରାହୀ ଦାଶ,ସଙ୍ଗୀତ ରେ ରଞ୍ଜନ କୁମାର, ସହ ନିର୍ଦେଶକ ଥିଲେ ଚୈଧୁରୀ ସାସ୍ୱତ ମହାପାତ୍ର,ନାଟକ ଟି ର ନିର୍ଦେଶକ ଥିଲେ ଅକ୍ଷୟ କୁମାର ରଣା,ଅଭିନୟ ରେ ଥିଲେ ବିଶ୍ୱଭୂଷଣ ମହାନ୍ତି,ପ୍ରେମାନନ୍ଦ ସ୍ୱାଇଁ,ସୋମନାଥ ରାଉତ,ସାନ୍ତାରମ ଆଚାର୍ଯ୍ୟ,ସଗୁନ ହାଂସଦା,ଦିଲ୍ଲୀପ ଜେନା,ଚୌଧୁରୀ ଶାଶ୍ୱତ ମହାପାତ୍ର,ଜ୍ୟୋତିରଞ୍ଜନ ସ୍ୱାଇଁ,ସଞ୍ଜିତା ଦାଶ,ସ୍ୱପ୍ନାରାଣୀ ପାତ୍ର ଏବଂ ଜ୍ୟୋତିମୟୀ ପାତ୍ର

Leave a Reply

Your email address will not be published. Required fields are marked *