• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନାରୀ ହେଇ ନାରୀ ଉପରେ ନିର୍ଯାତନା

Spread the love

ଏ ଘଟଣା ଏମିତି ଏକ ଘଟଣା ଯାହାକୁ ଦେଖି ଆଜି ସଂପୂର୍ଣ୍ଣ ନାରୀ ଜାତିଙ୍କର ମୁହଁ ତଳକୁ ହେଇ ଯାଇଛି । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଦେଖୁଥିବା ଏ ଦୃଶ୍ୟରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ରାସ୍ତା ଉପରେ ମାଡ ମାରି ଚାଲିଛନ୍ତି । ଏ ମ୍ୟାଡମ ଜଣଙ୍କ ଜଣେ ମହିଳା ହୋଇ ଆଉ ଜଣେ ମହିଳାଙ୍କୁ ଏଭଳି ବିତାଡିତ କରିବା କେତେ ଦୂର ଠିକ୍ ଆପଣ ମାନେ ନିଜେ ବିଚାର କରନ୍ତୁ । ତେବେ ଏ ଠାରେ ଶୁଣିବାକୁ ମିଳୁଛି କୁଆଡେ ମାଡ ମାରିଥିବା ମହିଳା ଜଣଙ୍କ ତାଙ୍କ ସ୍ବାମୀ ସହ ଏ ମହିଳାଙ୍କୁ ଦେଖି ଏ ଭଳି ଉତ୍ୟକ୍ତ ହୋଇ ପଡିଛନ୍ତି । କିନ୍ତୁ ଆଇନ କାନୁନ୍ ଥାଇ ମଧ୍ୟ ଜଣଙ୍କୁ ନିଜେ ଦଣ୍ଡ ଦେବା ଆଉ ସେ ବି ପୁଣି ରାସ୍ତା ଉପରେ ତାହା ନିହାତି ନିନ୍ଦନୀୟ କଥା । ଯଦି ଏ ମାଡ଼ମ ଜଣଙ୍କ ଭୁଲ କରିଛନ୍ତି ତଥାପି ତାଙ୍କୁ ଏଭଳି କରି ମାରିବା ଉଚିତ୍ କି ନାହିଁ ତାହା ଆପଣ ମାନେ ବିଚାର କରନ୍ତୁ ।

Leave a Reply

Your email address will not be published. Required fields are marked *