• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପଂଚୁ ଦୋଳ ମେଲଣ ପାଇଁ ସାମ୍ବାଦିକ ସମ୍ମିଳନୀ

ByOdishri Khabar

Mar 16, 2025
Spread the love

ଓଡ଼ିଶା ପ୍ରସିଦ୍ଧ ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ହରିରାଜପୁର ପଂଚୁଦୋଳ ମେଲଣ ଆସନ୍ତା ୧୯ ତାରିଖ ରାତ୍ରରେ ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମେଲଣ କମିଟିର ସଂପାଦକ ପ୍ରସନ୍ନ ମହାରଥୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସାମ୍ମ୍‌ାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଗମନା ଗମନା ସହିତ ଭକ୍ତମାନେ କିଭଳି ଭାବରେ ଏହି ଉତ୍ସବରେ ସୁରକ୍ଷିତ ରେ ଯୋଗ ଦେଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପାଂଚ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ।

Leave a Reply

Your email address will not be published. Required fields are marked *