ନୀଳଗିରି ଥାନା ଅଧୀନ ମିତ୍ରପୁର୍ ବ୍ଲୁ ଲେକ୍ ପରିତ୍ୟକ୍ତ ଖାଦାନରେ ପଡି ଯୁବକ ମୃତ। ଖାଦାନ ପାଣିରେ ଗାଧେଇବାବାକୁ ଯାଇ ଗୋଡଖସି ଯାଇଥିବା ଅଭିଯୋଗ, ସ୍ଥାନୀୟ ଅଗ୍ନିଶମ ବାହିନୀ ଖୋଜା ଖୋଜି ପରେ ବି ମିଳୁନି ଯୁବକ ଙ୍କ ପତ୍ତା।
ସୂଚନା ଯୋଗ୍ୟ କି କେପି ଲାଖରାଜ୍ ତୈଲାସାହି ର ଟିକିନା ଦାସ ଙ୍କ ପୁଅ ରାଜୀବ ଦାସ
ବ୍ଲୁ ଲେକ କୁ ଗାଧେଇବା ପାଇଁ ଯାଇଥିଲେ, ହଟାତ ତାଙ୍କ ଗୋଡ ଖସିଯିବା କାରଣରୁ ସେ ଗଭୀର ପାଣି ଭିତରକୁ ପଶିଯାଇଛନ୍ତି କିନ୍ତୁ ଘଟଣା କୁ ଦୀର୍ଘ ଘଣ୍ଟା ବିତି ଥିଲେ ବି ତାଙ୍କର କୌଣସି ପତ୍ତା ମିଳୁନି, ରାଜିବ ଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।