• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୋଲ ନଥିଲା ରସିରେ ଖାଦ୍ୟ ଗୋପିସାହିର ଦୁଃଖର କାହାଣୀ

ByOdishri Khabar

Jul 30, 2025
Spread the love

ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ଅଞ୍ଚଳ ବିଛିନ୍ନ ହୋଇ ପଡିଥିବାବେଳେ ମାଲଦା ପଞ୍ଚାୟତର ଗୋପୀ ସାହିରେ ନଦୀ ବଢ଼ୀର ଦୃଶ୍ୟ । ପଞ୍ଚାୟତ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୋପିସାହିର ନଦୀ ଉପରେ ପୋଲଟିଏ ପାଇଁ ବାରମ୍ବାର ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ୍ୟ ଆଜି ଯାଏଁ ପୋଲଟିଏ ହୋଇ ପାରିଲା ନାହିଁ । ଚଳିତ ଲଗାଣ ବର୍ଷାରେ ଗୋପୀସାହିର ଲୋକେ କୌଣସି କାର୍ଯ୍ୟରେ ଯାଇପାରୁ ନ ଥିବାରୁ ବୋହୁ ଅସୁବିଧାରେ ରହୁଛନ୍ତି । ଏହି ଖବର ପାଇ କୋଇଡା ତହସିଲଦାର ନିର୍ମଳ କୁମାର ବିଶ୍ୱାଳ ଅଗ୍ନିଶମର ଆସିଷ୍ଟାଣ୍ଟ ଅର୍ଜୁନ ଚରଣ ମାହାନ୍ତ, ବିରେଶ କୁମାର ଲାକ୍ରା, ଗଜାନନ ପ୍ରଧାନ, ହେମନ୍ତ କୁମାର ଗିରି, ଅମିନ ତୀର୍କୀ, ରବି ଖୁରୁରଙ୍କ ସହଯୋଗରେ ୨୫ପକେଟ ଶୁଖିଲା ଖାଦ୍ୟ କୁ ନଦୀରେ ରସି ଲଗାଇ ପାର୍ କରି ଗୋପିସାହିର ଲୋକଙ୍କୁ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସେ ପୁଣି ରାତି ୯ ଘଟିକାରେ ।

Leave a Reply

Your email address will not be published. Required fields are marked *