ନୂତନ ଭାବେ ଖୋଲିଲା “ଆଶୁ ଇଲେକ୍ଟ୍ରି,ଭେଇକିଲ” ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଧର୍ମ ଶାଳା ବିଧାୟକ ପିଙ୍କୁ ସାହୁ ଆକାଶ ଦାସ ଉପସ୍ଥିତ ରହି ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ଡେପୁଟି ଡାଇରେକ୍ଟର ସମସ୍ତ କାର୍ଯ୍ୟ ଅଧିକାରୀ ଉପସ୍ଥିତ ଥିଲେ,ସମସ୍ତ ଜିଲ୍ଲା ରେ ବହୁ ସୁଲଭ ମୂଲ୍ୟରେ ମିଳୁଥିବାରୁ ଖୁବ ଶୀଘ୍ର ନିଜର ସ୍ବପ୍ନ ର ସ୍କୁଟି ନେବା ପାଇଁ ଯୋଗା ଯୋଗକରନ୍ତୁ୬୩୭୧୭୮୯୯୩୭,୯୭୭୭୦୮୬୯୫୯ ପାଣିକୋଇଲି ନିୟର ଇଣ୍ଡିଆନ ଅଏଲ ଅନୁସନ୍ଧାନ କରନ୍ତୁ ପାଣିକୋଇଲି.