ପହଲଗାମ ଆତକବାଦୀ ଆକ୍ରମଣ ପରେ ବଡ ନିଷ୍ପତି ବନ୍ଦ ହେଲା ୪୮ଟି ରିସଟ ଏବଂ ପଯ୍ୟଟନ ସ୍ଥଳୀ. ନିକଟରେ ପହଲଗାମ ରେ ଆତକବାଦୀ ଆକ୍ରମଣ ହୋଇଥିଲା. ଯୋଉଥିଲେ ୨୬ ଜଣଙ୍କ ର ମୃତ୍ୟୁ ଘଟିଥିଲା. ଏହି କାରଣ ରୁ ରିସଟ ଏବଂ ପ୍ରଯ୍ୟଟନ ସ୍ଥଳୀ ବନ୍ଦ କଲେ ସରକାର
ମିଳିଥିବା ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀର ସରକାର ସୁରକ୍ଷା ଏଜେନ୍ସିଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ସମ୍ପର୍କରେ ଗୁପ୍ତଚର ବିଭାଗ ଚେତାବନୀ ଦେଇଛି, ଯେଉଁଥିପାଇଁ ୮୭ ଟି ପର୍ଯ୍ୟଟନ ସ୍ଥାନ ମଧ୍ୟରୁ ୪୮ଟି ବନ୍ଦ ରହିଛି। ସୂତ୍ରରୁ ପ୍ରକାଶ ଯେ, ପହଲଗାମରେ ହୋଇଥିବା ଆକ୍ରମଣ ପରେ କିଛି ଲୁକ୍କାୟିତ ଆତଙ୍କବାଦୀ ଉପତ୍ୟକାରେ ସକ୍ରିୟ ହୋଇ ଆକ୍ରମଣ କରିବାକୁ ନିର୍ଦ୍ଦେଶ ପାଇଛନ୍ତି।