• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିରାଟ କୋହଲୀ କରୋନା ଭାଇରସ ପାଇଁ ନିଜକୁ ଆଇସୋଲେସନ ରେ ରଖିଛନ୍ତି

ByOdishri Khabar

May 25, 2025
Spread the love

ବଲୀଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ବିରାଟ କୋହଲୀ କରୋନା ଭାଇରସ ପାଇଁ ନିଜକୁ ଆଇସୋଲେସନ ରେ ରଖିଛନ୍ତି । ଅନୁଷ୍କା ଶର୍ମା ଓ ତାଙ୍କ ପତି ବିରାଟ କୋହଲୀ କେଉଁଠି ନା କେଉଁଠି କିଛି କାରଣ ପାଇଁ ସ୍ପଟ ଲାଇଟ ରେ ଆସୁଛନ୍ତି । ଏହି ଦୁଇଜଣ ହେଉଛନ୍ତି ସବୁଠୁ ଦମଦାର ସୁନ୍ଦର ଯୋଡି । ‘ପାତଲ ଲୋକ ‘ ୱେବ ସିରିଜ ରିଲିଜ ପରେ ଅନୁଷ୍କା ଶର୍ମାକୁ ଉଜେର୍ସ ମାନେ ଟ୍ରୋଲ କରିଥିଲେ ।ଶୁକ୍ରବାର ସନ୍ଧ୍ୟାରୁ ଟ୍ବିଟର ରେ ବିରାଟ ଓ ଅନୁଷ୍କା ର ତଲାକ ର ଖବର ଚାଲିଛି । ନାଁ ରୁ ଚାଲିଥିବା ଏହି ଟ୍ରେଣ୍ଡ ୟୁଜର୍ସ ମାନଙ୍କୁ ଦ୍ଵନ୍ଦରେ ପକାଇଛି । କିନ୍ତୁ ଜଲ୍ଦି ଜଣାପଡିଲା କି ଏହା ଗୋଟେ ଉଡାକଥା ଅଟେ । ବିରାଟ ଓ ଅନୁଷ୍କା ତଲାକ ର ଡ୍ରେଣ୍ଡିଂ ପରେ ଫଲୋଅର୍ଶ ମାନେ ମଜାଦାର ରିୟ୍ଯାକଶନ ଦେଇଛନ୍ତି । ଜଣେ ୟୁଜର ଅନୁଷ୍କ ସର୍ମାଙ୍କ ବ୍ରେକ ଅପ ଗୀତରେ ରଣବୀର କପୂର ଜାଗାରେ ବିରାଟ କୋହଲୀଙ୍କର ଫୋଟୋ ଲଗେଇ ଥିଲେ, ଓ ଲେଖିଲ ଅନୁଷ୍କ ଶର୍ମା ବିରାଟ କୋହଲୀ ଠୁ ତଲାକ ନେଲା ପରେ ଆଶ୍ଚର୍ଯ୍ୟ ଅଛି ।ଆଉଜଣେ ୟୁଜର୍ସ ରାଜପାଲ ଯାଦବ ସହିତ ଫୋଟୋ ଲଗାଇ ଏହାକୁ ମଜାକ ବନେଇଥିଲେ । ଆପଣଙ୍କ ଜାଣିବା ପାଇଁ କହିବାକୁ ଚାହୁଞ୍ଚୁ କି କିଛି ଦିନ ପୂର୍ବେ ଜଣେ ବିଜେପି ବିଧାୟକ କୋହଲି ଙ୍କୁ ଦେଶଭକ୍ତ କହି ଅନୁଷ୍କା କୁ ତଲାକ ଦେବା କଥା କହିଥିଲେ । ବିଜେପି ବିଧାୟକ ଏହି କଥା ଅନୁଷ୍କା ଶର୍ମାଙ୍କ ୱେବ ସିରିଜ କୁ ନେଇ କହିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ସେମିତିରେ ବି ସୋସିଆଲ ମିଡିଆରେ ଆଜିକାଲି କିଛି ବି କଥା ଭାଇରାଲ ହେବାକୁ ଲାଗୁଛି ଓ କିଛି ଲୋକ ଏହାକୁ ବିଶ୍ଵାସ ମଧ୍ୟ କରୁଛନ୍ତି । ତେବେ ଏମିତି ସବୁ କରିବା ସୋସିଆଲ ମିଡିଆର ମଜାକ ଉଠେଇବା ସହ ସମାନ । ସେଥିପାଇଁ ଏହିଭଳି ଖବର ପ୍ରତି ବିଶେଷ ଧ୍ୟାନ ନ ଦେବା ଉଚିତ ।

Leave a Reply

Your email address will not be published. Required fields are marked *