• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବୋର୍ଡ ଅଫ ରେଭନୟୁ ବାର ଆସୋଶେସନ କଟକ ଓଡିଶା ର ସାମ୍ବାଦିକ ସମିଳନୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବୋର୍ଡ ଅଫ ରେଭନୟୁ ବାର ଆସୋଶେସନ ଆନୁକୂଲ୍ୟରେ ଆସନ୍ତା 10,11ଓ 12 ତାରିକ ଯାଏ କଟକ ର ସନ ସାଇନ ପଡିଆ ଓ ସିଡିଏ ବସୁନ୍ଧରା ଖେଳ ପଡିଆରେ ଏକ କ୍ରିକେଟ ଟୁର୍ନାମେଣ୍ଟ ର ଆୟୋଜନ କରାଯାଇଛି. ଉକ୍ତ କ୍ରିକେଟ ଟୁର୍ନାମେଣ୍ଟ ରେ ଓଡିଶା ର ବିଭିନ୍ନ ଓକିଲ ସଙ୍ଘ ଭାଗ ନେବେ ଓ ଏହା ଏକ ବନ୍ଧୁତା ମ୍ୟାଚ ର ଆୟୋଜନ କରାଯାଇଛି ବୋଲି ସଭାପତି ସୟଦ ମହବୁବ ଅଲି ସୂଚନା ଦେଇଛନ୍ତି ଓ ତାଙ୍କ ସହିତ ଉପ ସଭାପତି ସୁଭାଶିଷ ପ୍ରିୟଦର୍ଶୀ, ସେକ୍ରେଟାରୀ ଜ୍ଞାନେନ୍ଦ୍ର କୁମାର ପରିଡା,ଆସିଷ୍ଟାଣ୍ଟ ସେକ୍ରେଟାରୀ ସୁରଜିତ ସ୍ୱଇଁ ଓ କମିଟି ମେବର ସତ୍ୟ ମହାନ୍ତି ଓ ବହୁ କର୍ମକର୍ତା ଯୋଗ ଦେଇ ଥିଲେ. ବିଜୟୀ ଟିମ କୁ ଟ୍ରଫି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଆସୋଶେସନ ର କର୍ମକର୍ତା ଶୁଣନ୍ତୁ କଣ କହୁଛନ୍ତି..

Leave a Reply

Your email address will not be published. Required fields are marked *