• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭିଜିଲାନ୍ସ ଜାଲରେ କଟକ cdmo ସିନିଅର ଆସିଷ୍ଟାଣ୍ଟ କେଶବ ଚନ୍ଦ୍ର ସାହାଣୀ l

ByOdishri Khabar

Aug 24, 2025
Spread the love

କୋଟି କୋଟି ଟଙ୍କାର ହେରଫେର ର ସୂଚନା ରହିଚି ଭିଜିଲାନ୍ସ ପାଖରେ l ନିଜ ଯୋବ୍ରା ସ୍ଥିତ ବାସଭବନ ସହିତ ଶଶୁର ଘର ଓ ଅନ୍ୟ ପାଞ୍ଚ ଜାଗାରେ ହୋଇଛି ଚଢ଼ାଉ l ଆୟ ବହିର୍ଭୁତ ସମ୍ପତି ସହିତ ସରକାର ଙ୍କ ଟଙ୍କା କରିଛନ୍ତି ହେରଫେର lଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ପ୍ରଧାନିଆ ଫାର୍ମ ହାଉସ ଉପରେ ଭିଜିଲାନ୍ସ ର 7 ଜଣିଆ ଟିମ ଚଢ଼ାଉ କରି ଏକ କୋଟି 24 ଲକ୍ଷ ଟଙ୍କା ସହିତ ସୁନା ଚେନ, ମୁଦି ସମେତ ବହୁ କାଗଜ ପତ୍ର, ଓ ଜମି ପଟା ର ଉପରେ ଚଢ଼ାଉ କରିଛି. ଭିଜିଲାନ୍ସ ଟିମ l ଟାଙ୍ଗୀ ଚୌଦ୍ୱର ସମେତ 11ଟି ଜାଗାରେ ସମ୍ପତି ଠାବ କରିଛି ଭିଜିଲାନସ ଟିମ l
ଟାଙ୍ଗୀ ଚୌଦ୍ୱାର ବ୍ଲକ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ୍ ଓଡ଼ିଶ୍ରୀ ଖବର

Leave a Reply

Your email address will not be published. Required fields are marked *