• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମିଶନଶକ୍ତି ତରଫରୁ ଋଣ ମେଳା

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କନଫରେନ୍ସ ହଲ ଠାରେ ମିଶନ ଶକ୍ତି ବିଭାଗ ତରଫରୁ ଏକ ଋଣ ମେଳା ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଶ୍ରୀମତୀ ସସ୍ମିତା ରାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟାନ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟାକ୍ଷ ବରୁଣ କୁମାର ସର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌରଭ କଲ୍ୟାଣ ଦାଶ, ସିଡିପିଓ ବିଦ୍ୟୁତପ୍ରଭା ବେହେରା, ଜି ପି ଡି ଓ ଅନିତା ଦାଶ ଓ ବିଭିନ୍ନ ବ୍ୟାଙ୍କ ରୁ ଆସିଥିବା ବ୍ରାଞ୍ଚ ମ୍ୟାନେଜର ମାନେ ଉପସ୍ଥିତ ଥିଲେ l ଓଏଲଏମ ର ବିପିଏମ ଓ ବିଏଲସି, ଏମବିକେ ଓ ବିଭିନ୍ନ ପଂଚାୟତ ରୁ ଆସିଥିବା SHG ମା ମାନେ ମଧ୍ୟ ଯୋଗ ଦେଇଥିଲେ l

ମିଶନ ଶକ୍ତି ବିପିସି ସଂଜୀବ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉକ୍ତ ଋଣମେଲା ରେ ହିନ୍ଦୋଳ ବ୍ଲକ ର ମୋଟ 14 ଗୋଟି ବ୍ୟାଙ୍କରୁ 106 SHG ଙ୍କୁ ମୋଟ 6 କୋଟି 42 ଲକ୍ଷ ଟଙ୍କା ବିଭିନ୍ନ ଜୀବିକା ନିର୍ବାହ କାର୍ଯ୍ୟ ନିମନ୍ତେ ଋଣ ପ୍ରଦାନ କରାଯାଇଥିଲା!

Leave a Reply

Your email address will not be published. Required fields are marked *