• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରଜ ଉପଲକ୍ଷେ JMT ଟ୍ରେଡ଼ର୍ସ ତରଫରୁ ଆକର୍ଷଣୀୟ ଉପହାର

ByOdishri Khabar

Jun 14, 2025
Spread the love

ଓଡ଼ିଶାରେ ବାର ମାସରେ ପର୍ବ ପର୍ବାଣି ପାଇଁ ଉତ୍ସବ ମୁଖରିତ ହେଉଥିବା ବେଳେ ଗଣପର୍ବ ରଜ ସବୁଠାରୁ ବଡ ପର୍ବ l କାହିଁକିନା ଏହା ତିନି ଦିନ ଧରି ଚାଲୁ ରହିଥାଏ l ଏହି ରଜପର୍ବ କୁ ଦୃଷ୍ଟିରେ ରଖି ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ଗଢି ଉଠିଥିବା jmt ଟ୍ରେଡ଼ର୍ସ ର ତିନୋଟି show ରୁମ ଟାଙ୍ଗି, ଚାରଵାଟିଆ ଚୌଦ୍ୱାର, ଓ ଶଙ୍କର ପୁର ଠାରେ ଗ୍ରାହକ ମାନଙ୍କ ପାଇଁ ରଜ ଉପଲକ୍ଷେ ଆକର୍ଷଣୀୟ ଉପହାର ର ବ୍ୟବସ୍ତା କରିଛି l ଦୈନଦିନ ଜୀବନରେ ବ୍ୟବହାର କରିବା ପାଇଁ ଯାହା ଆବଶ୍ୟକ ତାହା jmt ଟ୍ରେଡ଼ର୍ସ ରେ ସୁଲଭ ମୂଲ୍ୟରେ ଉପହାର ସହିତ ଗ୍ରାହକ ମାନଙ୍କୁ ସନ୍ତୁଷ୍ଟ କରିଥାଏ l finace ର ସୁବିଧା ମଧ୍ୟ ଏହି ଶୋ ରୁମ ରେ ଉପଲବ୍ଧ l zero down payement o% intrest ଓ cash back ର ସୁବିଧା ମଧ୍ୟ ଅଛି l ତେବେ ଆସନ୍ତୁ ଶୁଣିବା କଣ. କଣ କହୁଛନ୍ତି jmt show ରୁମ ର ମାଲିକ ପ୍ରଦୀପ ସାହୁ ଓ ଗ୍ରାହକ ବନ୍ଧୁ ମାନେ…..

Leave a Reply

Your email address will not be published. Required fields are marked *