• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୂଚନା ଲୋକସମ୍ପର୍କ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦେଲେ ଭଦ୍ରକ ଜିଲ୍ଲା ର କାର୍ଯ୍ୟରତ ସାମ୍ବାଦିକ

Spread the love

ଭଦ୍ରକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଙ୍କ ଅବସର ଗ୍ରହଣ ଉପଲକ୍ଷେ ସଂସ୍କୃତି ଭବନ ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଏକ ସମ୍ବଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥ୍ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ କହିଲେ, ଆଦର୍ଶ ଓ କର୍ମନିଷ୍ଠ ମଣିଷ ଭାବରେ ଶ୍ରୀ ନାୟକ ନିଜର ଦାୟିତ୍ବ ସୁଚାରୁରୂପେ ସଂପନ୍ନ କରିଛନ୍ତି । ମୁଖ୍ୟବକ୍ତା ଭାବେ ଭାଷା ସାହିତ୍ୟର ଶ୍ରୀ ନାୟକଙ୍କୁ ଜଣେ ସଜୋଟ ଅଧିକାରୀ ବୋଲି ଦର୍ଶାଇଥିଲେ। ସାମ୍ବାଦିକ, ଞାନ ପ୍ରକାଶ ପାଣି, ମଞ୍ଚ ପରିଚାଳନା କରିଥିଲେ ସମ୍ବାଦିକ ଦୂର୍ଗା ପ୍ରସାଦ ଦାସ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ, | ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, କନକ ଟିଭି ର ଭଦ୍ରକ ଜିଲ୍ଲା ପ୍ରତିନିଧି ଶଶୀଭୂଷଣ ସ୍ୱାମୀ ସାମ୍ବାଦିକ ବିଷୟରେ ଆଲୋକପାତ କରିଥିଲେ , ନରେନ୍ଦ୍ର ସାମଲ,ଏଟି ନିୟୁଜ ର ମୁଖ୍ୟ ତନୁ ପଣ୍ଡା କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ , ଅଶୋକ ଦାସ, ସୁବ୍ରତ ପାଲ ସଞ୍ଜବି ଦାସ ପୁନିଲ କୁମାର ସାମନ୍ତ, ସୁନିଲ ଦାସ, ସତ୍ୟ ଭୂଷଣ ସ୍ୱାମୀ ସଞ୍ଜୟ ଦାସ ରାଜୁ ଜେନା ବହୁ ବରିଷ୍ଠ ସାମ୍ବାଦିକ ଶ୍ରୀ ନାୟକଙ୍କ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ସଂପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ଅବୁଦୁଲ ଫିରୋଜ,ଫିତର,ନଶିମ ଅକତର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *