• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସ୍ତ୍ରୀକୁ ପଥର ଛେଚା

Spread the love

ଦ୍ୱିତୀୟ ପତ୍ନୀ ଓ ସ୍ୱାମୀ ଦୁହେଁ ମିଶି ମାଡ଼ ମାରିଲେ ପ୍ରଥମ ପତ୍ନୀଙ୍କୁ

ଏଭଳି ଅଭିଯୋଗ କରିଛନ୍ତି ଦେବଗଡ଼ ଜିଲ୍ଲା ବେନଜାତିନାଲି ରେ ରହୁଥିବା
ପ୍ରଥମ ସ୍ତ୍ରୀ ତପସ୍ୱିନୀ ରଣସିଂ l
ସ୍ୱାମୀ ସୁଶାନ୍ତ କୁମାର ରଣସିଂ ଗ୍ରାମ ଆକୁଳ, ବ୍ଲକ ତେଲକୋଇ, ଜିଲ୍ଲା କେନ୍ଦୁଝର , ପେସା ରେ ସେ ଜଣେ ପ୍ରଧାନ ଶିକ୍ଷକ, ଦାମଦୋରଗୌଣୀ ଅପର ପ୍ରାଇମେରୀ ସ୍କୁଲ ତେଲକୋଈ ରେ ଶିକ୍ଷକତା କରୁଥିବା ବେଳେ ତାଙ୍କର ଏପରି ଘୃଣ୍ୟ କାର୍ଯ୍ୟ ସାରା ଅଂଚଳ ରେ ନିନ୍ଦାର ବିଷୟ ପାଲଟିଛି
ତେବେ ଗତ ଡିସେମ୍ବର 18 ତାରିଖ ସନ୍ଧ୍ୟା 6 ଘଟିକା ସମୟ ରେ ଦେବଗଡ଼ ଆମ୍ବେଦକର ଛକ ଠାରେ ତପସ୍ୱିନୀ ଚାଲି ଯାଉଥିବା ବେଳେ ପଛ ରୁ ଆସି ସ୍ୱାମୀ ସୁଶାନ୍ତ କୁମାର ରଣସିଂ ଏବଂ ତାଙ୍କ ର ଦ୍ୱତୀୟ ପତ୍ନୀ ଅନିତା ସିଂ ଅତର୍କିତ ଭାବେ ମାଡ ମାରି ତଳେ ପକାଇ ଦେଇ ଥିଲେ l ଏବଂ ଗାଳି ଗୁଲଜ କରିଥିଲେ ..
ଏବଂ ସୁଶାନ୍ତ ପ୍ରଥମ ସ୍ତ୍ରୀ ତପସ୍ୱିନୀ ତଳେ ପଡି ଗଲା ପରେ ସ୍ୱାମୀ ସୁଶାନ୍ତ ତାଙ୍କୁ ପଥର ରେ ଛେଚିବl କୁ ଉଦ୍ୟମ କରିଥିଲେ, କୌଣସି ପ୍ରକାରେ ପ୍ରଥମ ସ୍ତ୍ରୀ
ତପସ୍ୱିନୀ ଖସି ପଳାଇ ଯାଇ ଥିଲେ l ତେବେ ଏହି ଅଭିଯୋଗ ପ୍ରଥମ ସ୍ତ୍ରୀ ତପସ୍ୱିନୀ ଦେବଗଡ଼ ଥାନା ରେ ଅଭିଯୋଗ କରିଥିଲେ l
ଅଭିଯୋଗ ଆଧାର ରେ ଯେ, (ତପସ୍ୱିନୀ )ପ୍ରଥମ ସ୍ତ୍ରୀ ଛାଡ଼ପତ୍ର ନ ନେଇ ଥିବା ବେଳେ ସ୍ୱାମି କେମିତି ଦ୍ୱତୀୟ ସ୍ତ୍ରୀ ଗ୍ରହଣ କରିଛନ୍ତି, ଏହା ହିନ୍ଦୁ ମ୍ୟାରେଜ ଆର୍ଟ ଅନୁସାରେ ସ୍ୱକୃତି ନୁହେଁ l 494 acrt ଅପରାଧ ଅଧୀନ ର ଅନ୍ତର୍ଭୁକ୍ତ l ଏବଂ ମାଡ଼ ମାରିବା ଘଟଣାଏବେ ଚର୍ଚ୍ଚା ର ବିଷୟ ପାଲଟିଛି l
ତେବେ ପୋଲିସ ପ୍ରଶାସନ ତଦନ୍ତ ପରେ ଏହାର ଉଚିତ ପଦକ୍ଷେପ ନେବା ର ସୂଚନା ରହିଛି l

Leave a Reply

Your email address will not be published. Required fields are marked *