୯ ନମ୍ବର ୱାର୍ଡ ହୁଡିସାହିରେ ଘଟିଥିବା ମୃତ୍ୟୁ ସ୍ବାମୀର ଆଜି ପର୍ଦ୍ଧାଫାଶ କରିଛି ଯୋଡ଼ା ପୁଲିସ୍ ସ୍ତ୍ରୀ ର ଟାଙ୍ଗିଆ ଚୋଟ ରେ ସ୍ଵାମୀ ର ମୃତ୍ୟୁ ଅଭିଯୁକ୍ତକୁ ମଞ୍ଜୁ ମୁଣ୍ଡାକୁ ଗିରଫ କରିଛି ଯୋଡ଼ା ପୁଲିସ୍ । ସ୍ବାମୀ ସିଲେଇ ମୁଣ୍ଡାକୁ ଏକ ଟାଙ୍ଗିଆରେ ବେକର
ପଛପଟୁ ଆକ୍ରମଣ କରିଥିଲା । ସ୍ବାମୀ ଗୁରୁତର ହେବାରୁ ପ୍ରଥମେ ଯୋଡ଼ା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯା ଇଥି ଲା ଅତି ଗୁରୁତର ହେବାରୁ ତାଙ୍କୁ କେନ୍ଦୁ ଝର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯା ଇଥିଲା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସ୍ତ୍ରୀ ମଞ୍ଜୁ ମୁଣ୍ଡା ଗିରଫ କରି କେସ ନମ୍ବର ୧୨୪/୨୦୨୫ ଦଫା ୧୦୩ (ଆଇ) /୨୩୫ (ବି) ରୋଜ କରି କୋର୍ଟ ଚାଲାଣ କରିଛି । ଏଥିରୁ ଜଣାପ ଡିଲା ମୁଖ୍ୟ ଆସାମି ସ୍ତ୍ରୀ ମଞ୍ଜୁ ମୁଣ୍ଡା