• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସ୍ୱାସ୍ଥ୍ୟମନ୍ତ୍ରୀ_ଙ୍କ_ଇସ୍ତଫା_ଦାବି_କଲା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧୂବର ହଟାଓ କ୍ରିୟାନୁଷ୍ଠାନ କମିଟି।
‘ ଭୁବନେଶ୍ୱର ,ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ନାରେ ଜାଲ ଜାତିଗତ ପ୍ରମାଣ ପତ୍ର ଅଭିଯୋଗ ନେଇ ଇସ୍ତଫା ଦାବି କରିଛି କୈବର୍ତ୍ତ ଓ ଧିଵର ହଟାଓ କ୍ରିୟାନୁଷ୍ଠାନ କମିଟି। ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ୨୦୦୨ ପୂର୍ବରୁ ପାଠ ପଢା ରେ, ସରକାରୀ ଚାକିରୀ ରେ ଜାଲ ଜାତି ପ୍ରମାଣ ପତ୍ର ବ୍ୟବହାର କରିଥିବା କଥା ଅଭିଯୋଗ କରିଛି ଅଲ ଓଡିଶା କେଉଟ କୈବର୍ତ୍ତ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟୀ! ଅଭିଯୋଗ ଅନୁଯାୟୀ ଡ. ମହାଲିଙ୍ଗ ତାଙ୍କର ମନ୍ତ୍ରୀ ପଦର ଦୂରପଯୋଗ କରି, ଉତ୍ତରାଞ୍ଚଳ ରାଜସ୍ କମିଶନର,ସମ୍ବଲପୁର ପାଖରେ ଅନୂସୁଚୀତ ଜାତି ପ୍ରମାଣ ପତ୍ର ଯାଞ୍ଚ କରୁଥିବା ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି। ତେଣୁ ମନ୍ତ୍ରୀ ଇସ୍ତଫା ଦେଲେ ଯାଞ୍ଚ୍ ସ୍ବତନ୍ତ୍ର ହୋଇପାରିବ।ଭାରତ ସରକାର ତା ୧୮। ୧୨ । ୨୦୦୨ ରେ ରାଷ୍ଟ୍ରପତି ଙ୍କ ଅନୂମୋଦନ କ୍ରମେ,ଗେଜେଟ ନୋଟିଫିକେସନ କରି କେଉଁଟ କୋବର୍ତ୍ତ, ଧୀବର ଙ୍କୁ ଆଇନସଂଗତ କଲେ ତାହାହେଲେ, ତା ପୂର୍ବରୁ ନେଇଥିବା ଜାତି ପ୍ରମାଣ ପତ୍ର ଜାଲ ଥିଲା କି ? ଯଦି ଜାଲ ବା ଆଇନସଂଗତ ନଥିଲା କିନ୍ତୁ ପାଠ
ପଢାରେ, ସରକାରୀ ଚାକିରୀ କରିବାରେ ସେ ବ୍ୟବହାର କରିଥିଲେ, ତାହେଲେ ବର୍ତ୍ତମାନ ସେ ଦୋଷୀ ସାବ୍ୟସ୍ତ ହେବେ କି? ଜାଲ ଜାତି ପ୍ରମାଣ ପତ୍ର ବ୍ୟବହାର କରି ସଂରକ୍ଷଣ ର ସୁବିଧା ନେଉଥ‌ିବା ବ୍ୟକ୍ତି ବିଶେଷ ଠାରୁ ସମସ୍

Leave a Reply

Your email address will not be published. Required fields are marked *