• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

76 ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1},"is_sticker":false,"edited_since_last_sticker_save":true,"containsFTESticker":false,"used_sources":{"version":1,"sources":[{"id":"362700369019211","type":"ugc"}]}}
Spread the love

ସାଧାରଣତନ୍ତ୍ର ଦିବସ ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବିଷେଶ ମହତ୍ତ୍ଵ ରଖିଥାଏ l ପ୍ରତ୍ୟେକ ଭାରତୀୟ ଏହି ଦିବସ କୁ ଇଂରେଜ ମାନଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ସମ୍ବିଧାନର ବ୍ୟବସ୍ଥା କୁ ଅପସାରଣ କରି ଭାରତ ସ୍ଵୟଂ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପାଳନ କରିଥାନ୍ତି । ତେଣୁ ଏହି ମହାନ ଦିନ କୁ ବେସ ଆଡମ୍ବର ରେ ପାଳନ କରିବା ପାଇଁ ପଲ୍ଲୀ ରୁ ସହର ଯାଏ ସମସ୍ତେ ତତ୍ପର ହୋଇ ପଡିଛନ୍ତି l ତେବେ ଏହି ୭୬ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ମୁଖ୍ୟ ଅତିଥି ଯୋଗ ଦେବା ସହ ସମାରୋହ ପରେଡରେ ଇଣ୍ଡୋନେସିଆର ଏକ ମାର୍ଚ୍ଚପାଷ୍ଟ ଏବଂ ଏକ ବ୍ୟାଣ୍ଡ ଦଳ ମଧ୍ୟ ଅଂଶଗ୍ରହଣ କରିବେ । ଏହି ଜାନୁଆରୀ ୨୬ ତାରିଖ ଅତିରିକ୍ତ ଗୁରୁତ୍ୱ ବହନ କରିବ କାରଣ ୧୯୫୦ ମସିହାରେ ଏହି ଐତିହାସିକ ଦିନରେ କାର୍ଯ୍ୟକାରୀ ହୋଇଥିବା ଭାରତର ସମ୍ବିଧାନ ୭୬ ବର୍ଷ ପୂରଣ କରୁଛି।

Leave a Reply

Your email address will not be published. Required fields are marked *