• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗ୍ଲୋବାଲ_ଥ୍ରୀଏଟର_ଫେଷ୍ଟିଭାଲ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଗ୍ଲୋବାଲ ଥ୍ରୀଏଟର ଫେଷ୍ଟିଭାଲ=ଗତ କାଲି ସନ୍ଧ୍ୟା ରେ ଥ୍ରୀଏଟର ମୁଭମେଣ୍ଟ ର ସର୍ବଭାରତୀୟ ନାଟକ ପ୍ରତିଯୋଗିତା ରେ ଥ୍ରୀଏଟର ଅଭିଯାନ ପରିବେଷଣ କରିଛି ନାଟକ “ରକ୍ତ ର ରଙ୍ଗ “!ଏହି ନାଟକ ଟିକୁ ରଚନା କରିଛନ୍ତି ଭାବଗ୍ରାହୀ ଦାଶ,ନାଟକ ଟିକୁ ନିର୍ଦେଶନା ଦେଇଥିଲେ ଅକ୍ଷୟ କୁମାର ରଣା,ନାଟକ ଟିରେ ଅଭିନୟ କରିଥିବା କଳାକାର ମାନେ ହେଲେ ପ୍ରେମାନନ୍ଦ ସ୍ୱାଇଁ,ସତ୍ୟଜିତ ବଳ,ମୃତଞ୍ଜୟ ବରାଳ,ଅର୍ପିତା ମିଶ୍ର,ଜ୍ୟୋତିର୍ମୟୀ ସ୍ୱାଇଁ ଏବଂ ଶିଶୁ କଳାକାର ସୁକନ୍ୟା ସ୍ୱାଇଁ,ନାଟକ ଟିରେ ସଙ୍ଗୀତ ଦେଇଥିଲେ ବିନୟ ଦାଶ,ମଞ୍ଚ ପରିଚାଳନା ରେ ଥିଲେ ଚୌଧୁରୀ ଶାଶ୍ୱତ ମହାପାତ୍ର,ଚନ୍ଦନ କୁମାର ସାହୁ ଏବଂ ଅବିନାଶ ପ୍ରଧାନ

Leave a Reply

Your email address will not be published. Required fields are marked *