• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦ୍ୱିତୀୟ ବିବାହ କଲେ ବର୍ଷା ପ୍ରିୟଦର୍ଶିନୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"border":1,"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସବୁ ସିନେ ପ୍ରେମୀଙ୍କ ପସନ୍ଦ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ କଥା । ଯାହାଙ୍କ ନାଁ ଶୁଣିଲେ ହଲରେ ଦେଖିବାକୁ ମିଳେ ଖଚାଖଚ ଭିଡ । ଯିଏ ନିଜ କ୍ୟାରିଅରେ ବହୁ ଆଗରେ ରହିଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତେବେ ଆପଣ ମାନେ ସମସ୍ତେ ଜାଣନ୍ତି ବର୍ଷା ପ୍ରିୟଦର୍ଶୀନୀ ଓ ଅନୁଭବ ମହାନ୍ତିଙ୍କ ଯୋଡିକୁ ଦେଖିବାକୁ ସମଗ୍ର ଓଡିଶା ବାସୀ ବେଶ ଭଲ ପାଉଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ଦୁହେଁ ଦୁହିଙ୍କ ଠାରୁ ଅଲଗା ହେବା ପରେ ପ୍ୟାନ୍ସ ମାନେ ନିରାସ ହୋଇଯାଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁରି ମୁହଁରେ ଦେଖିବାକୁ ମିଳିଥିଲା ଦୁହିଁଙ୍କ ଚର୍ଚ୍ଚା । କିଏ କିଏ ଅନୁଭବ ଦିତୀୟ ପତ୍ନୀ ଆଣିବେ ବେଲି କହୁଥିବା ବେଳେ ଆଉ କିଏ କିଏ ବରଷା ଦ୍ୱିତୀୟ ସ୍ୱାମୀ ଆଣିବେ ବୋଲି ଶୁଣିବାକୁ ମିଳୁଥଲା । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ କଥା । ଏବେ କିଛି ବର୍ଷର ପରେ ପୁଣି ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବର୍ଷା ପ୍ରିୟଦର୍ଶୀନି । ହଁ ଆଜ୍ଞା ପ୍ରକ୍ଷାଳୟରେ ଆସି ଯାଇଛି ବର୍ଷା ପ୍ରିୟଦର୍ଶିନୀଙ୍କ ୱାଇଫ ଟୁ ଚଳଚିତ୍ର । ଯାହାକୁ ନେଇ ସମସ୍ତଙ୍କ ମୁହଁରେ ବର୍ଷାଙ୍କ ନୀଁର ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *